or_tw/bible/names/ephesus.md

2.3 KiB
Raw Permalink Blame History

ଏଫିସୀୟ, ଏଫିସୀୟମାନେ

ସତ୍ୟ ଘଟଣାବଳିଗୁଡ଼ିକ:

ବର୍ତ୍ତମାନର ତୁର୍କୀ ଦେଶ ଯାହା ପଶ୍ଚିମ ତଟରେ ଏଫିସୀୟ ଏକ ପ୍ରାଚୀନ ଗ୍ରୀକ୍ ସହର ଥିଲା I

  • ପ୍ରାଚୀନ ଖ୍ରୀଷ୍ଟିୟାନମାନଙ୍କ ସମୟରେ, ଏଫିସୀୟ ଏସିଆର ରାଜଧାନୀଥିଲା ଯାହାକି ସେହି ସମୟର ଏକ ଛୋଟ ରୋମୀୟ ପ୍ରଦେଶ ଥିଲା I
  • ଏହି ସହରର ଅବସ୍ଥାନ ହେତୁ ଏହା ବାଣିଜ୍ୟ ଏବଂ ଯାତ୍ରା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରସ୍ଥଳ ଥିଲା I
  • ଏଫିସୀୟ ସହରରେ ଆର୍ତ୍ତେମୀ (ଦିଆନା) ଦେବୀର ସର୍ବବୃହତ ପ୍ରାଚୀନ ଗ୍ରୀକ୍ ମନ୍ଦିରଥିଲା I
  • ପାଉଲ ଏଫିସରେ ଦୁଇ ବର୍ଷରୁ ଉର୍ଦ୍ଦ ରହିଲେ ଏବଂ କାର୍ଯ୍ୟ କଲେ ପୁଣି ତୀମଥିଙ୍କୁ ମଣ୍ଡଳୀର ନେତୃତ୍ୱ ନେବା ପାଇଁ ନିଯୁକ୍ତ କଲେ I
  • ଏଫିସୀୟ ପୁସ୍ତକ ନୂତନ ନୀୟମର ଏକ ପତ୍ର ଯାହା ପାଉଲ ଏଫିସର ବିଶ୍ୱାସୀ ଭାଇ ଏବଂ ଭଉଣୀମାନଙ୍କ ନିକଟକୁ ଲେଖିଲେ I

(ଅନୁବାଦ ପ୍ରସ୍ତାବଗୁଡ଼ିକ:ନାମଗୁଡ଼ିକୁ କିପରି ଅନୁବାଦ କରାଯିବ)

(ଏସୀଆ,ପାଉଲ,ତୀମଥି ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strongs: G21790, G21800, G21810