or_tw/bible/names/timothy.md

2.6 KiB
Raw Permalink Blame History

ତୀମଥି

ସତ୍ୟ ଘଟଣାବଳିଗୁଡ଼ିକ:

ତୀମଥି ଲୁସ୍ତ୍ରାର ଜଣେ ଯୁବକ ଥିଲେ | ପରବର୍ତ୍ତୀ ସମୟରେ ସେ ପାଉଲଙ୍କ ସହ ମିଶି ଅନେକ ମିଶନାରୀ ଯାତ୍ରା କରିଥିଲେ ଏବଂ ନୂତନ ବିଶ୍ୱାସୀମାନଙ୍କର ସମ୍ପ୍ରଦାୟକୁ ପାଳକୀୟ ସେବାରେ ସାହାଯ୍ୟ କରିଥିଲେ I

  • ତୀମଥିଙ୍କ ପିତା ଜଣେ ଗ୍ରୀକ ଲୋକଥିଲେ, କିନ୍ତୁ ଉଭୟ ତାହାଙ୍କର ଜେଜେମା ଲୋୟି ଏବଂ ତାହାଙ୍କର ମାଆ ଇଉନୀକୀ ଯିହୂଦୀଥିଲେ ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀନୀଥିଲେ I
  • ପ୍ରାଚୀନମାନେ ଏବଂ ପାଉଲ ବିଧିବଦ୍ଧ ଭାବରେ ସେବାକାର୍ଯ୍ୟ ନିମନ୍ତେ ତୀମଥିଙ୍କ ଉପରେ ହସ୍ତାର୍ପଣ କଲେ ଏବଂ ତାହାଙ୍କ ନିମନ୍ତେ ପ୍ରାର୍ଥନା କଲେ I
  • ନୂତନ ନୀୟମର ଦୁଇଟି ପୁସ୍ତକ (ପ୍ରଥମ ତୀମଥି ଏବଂ ଦ୍ଵିତୀୟ ତୀମଥି) ପାଉଲଙ୍କ ଦ୍ୱାରା ଲିଖିତ, ଯାହା ସ୍ଥାନୀୟ ମଣ୍ଡଳୀଗୁଡ଼ିକରେ ତୀମଥିଙ୍କୁ ଜଣେ ଯୁବା ନେତା ଭାବରେ ପରାମର୍ଶ ଏବଂ ପରିଚାଳନା ପ୍ରଦାନ କରିଥାଏ I

(ଅନୁବାଦ ପ୍ରସ୍ତାବଗୁଡିକ: ନାମଗୁଡ଼ିକ କିପରି ଅନୁବାଦ କରାଯିବ ଦେଖନ୍ତୁ)

(ନିଯୁକ୍ତ କରିବା, ବିଶ୍ୱାସ, ମଣ୍ଡଳୀ, ଗ୍ରୀକ୍, ସେବକ ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strongs: G50950