or_tw/bible/names/greek.md

3.2 KiB
Raw Permalink Blame History

ଗ୍ରୀକ୍, ଗ୍ରୀସିୟ, ଗ୍ରୀକ୍ ଭାଷା

ତଥ୍ୟବଳୀ:

“ଗ୍ରୀକ୍” ଶବ୍ଦ ଗ୍ରୀସ୍ ଦେଶରେ କଥିତ ଭାଷାକୁ ବୁଝାଏ, ଏହା ମଧ୍ୟ ଗ୍ରୀସ୍ ଦେଶର ଜଣେ ବ୍ୟକ୍ତିକୁ ବୁଝାଏ ।  ରୋମୀୟ ସାମ୍ରାଜ୍ୟରେ ଗ୍ରୀକ୍ ଭାଷା ମଧ୍ୟ କୁହାଯାଉଥିଲା ।  “ଗ୍ରୀସିୟ” ବିଶେଷଣର ଅର୍ଥ  “ଗ୍ରୀକ୍ ଭାଷାଭାଷୀ” ଅଟେ ।

  • ଯେହେତୁ ରୋମୀୟ

ସାମ୍ରାଜ୍ୟର ଅଧିକାଂଶ ଅଣ-ଯିହୂଦୀ ଲୋକମାନେ ଗ୍ରୀକ୍ ଭାଷା କହୁଥିଲେ, ଅଣଯିହୂଦୀମାନେ ନୂତନ ନିୟମରେ “ଗ୍ରୀକ୍” ଭାବରେ ପରିଚିତ ହୋଇଥିଲେ, ବିଶେଷ କରି ଯେବେ ଯିହୁଦୀମାନଙ୍କ ତୁଳନାରେ ଭିନ୍ନ ଥିଲେ ।

  • “ଗ୍ରୀକ୍ ଯିହୂଦୀ” ବା

“ହେଲେନିଷ୍ଟ” ବାକ୍ୟାଂଶ ଯିହୁଦୀମାନଙ୍କୁ ବୁଝାଏ ଯେଉଁମାନେ “ଏବ୍ରୀୟ ଯିହୁଦୀ” ଙ୍କ ତୁଳନାରେ ଗ୍ରୀକ୍ ଭାଷା କହୁଥଲେ, ଯେଉଁମାନେ କେବଳ ହିବ୍ରୁ କିମ୍ବା ବୋଧହୁଏ ଆରାମିକ୍ କହୁଥଲେ ।  “ହେଲେନିଷ୍ଟ” ଶବ୍ଦଟି ଗ୍ରୀକ୍-ବକ୍ତା ପାଇଁ ଗ୍ରୀକ୍ ଶବ୍ଦର ଉଚ୍ଚାରଣରୁ ଆସେ ।

  • “ଗ୍ରୀକ୍” ଶବ୍ଦକୁ

“ଗ୍ରୀକ୍ ଭାଷାଭାଷୀ” କିମ୍ବା “ସାଂସ୍କୃତିକ ଭାବରେ ଗ୍ରୀକ୍” କିମ୍ବା “ଗ୍ରୀକ୍” ବୋଲି ଅନୁବାଦ କରାଯାଇପାରେ ।

  • ଅଣ-ଯିହୁଦୀମାନଙ୍କୁ ସୂଚାଇବାବେଳେ, “ଗ୍ରୀକ୍” ଶବ୍ଦକୁ “ଅଣଯିହୂଦୀ”

ଭାବରେ ଅନୁବାଦ କରାଯାଇପାରେ ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରିବେ)

(ଦେଖନ୍ତୁ: ଆରାମ, ବିଜାତୀୟ, ଗ୍ରୀକ୍ ଦେଶ, ଏବ୍ରୀ, ରୋମୀୟ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H3125, G16720, G16730, G16740, G16750, G16760