or_tw/bible/names/greece.md

2.1 KiB
Raw Permalink Blame History

ଗ୍ରୀସ୍, ଗ୍ରିସିୟ

ତଥ୍ୟ:

ନୂତନ ନୀୟମ ସମୟରେ, ଗ୍ରୀସ୍ ରୋମୀ ରାଜ୍ୟରେ ଏକ ପ୍ରଦେଶଥିଲା I ଯେପରି ଅଧୁନିକ ଗ୍ରୀସ୍ ଦେଶ ଏହା ପେନସୁଲାରେ ଅବସ୍ତିତଥିଲା ଭୁମଧ୍ୟ ସାଗାର, ଇଗଣ ସାଗର ଓ ଆଇଓନିଆନ ସାଗର ସୀମାରେ ଅବସ୍ତିତଥିଲା I

  • ପ୍ରେରିତ ପାଉଲ ଗ୍ରୀସ୍ ର ଅନେକ ସହରରେ ଭ୍ରମଣ କରିଥିଲେ ଓ କରିନ୍ଥ, ଥେସଲନିକା, ଫିଲିପି ଓ ହୋଇପାରେ ଅନେକ ସହରରେ ମଣ୍ଡଳୀ ସ୍ଥାପନ କରିଥିଲେ I
  • ଯେଉଁ ଲୋକ ଗ୍ରୀସ୍ ରୁ ତାହା କୁ” ଗ୍ରୀକ୍” କୁହାଯାଏ ଓ ତାହାଙ୍କ ଭାଷା “ଗ୍ରୀକ୍” ଅଟେ

ରୋମୀ ପ୍ରଦେଶର ଲୋକମାନେ ଓ ଯିହୁଦୀମାନେ ମଧ୍ୟ ଗ୍ରୀକ୍ କହୁଥିଲେ I

  • କେବେ “ଗ୍ରୀକ୍” ଶବ୍ଦ ଅଣ ଯିହୁଦୀ ଲୋକ ନିମନ୍ତେ ବ୍ୟବହୃତ ହୁଏ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: କରିନ୍ଥ, ବିଜାତୀୟ, ଗ୍ରୀକ୍, ଏବରୀ, ଫିଲିପି, ଥେସଲନିକା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3120, G1671