or_tw/bible/names/philippi.md

2.9 KiB
Raw Permalink Blame History

ଫିଲିପ୍ପୀ, ଫିଲିପ୍ପୀୟମାନେ

ତଥ୍ୟଗୁଡିକ:

ଫିଲିପ୍ପି ଏକ ପ୍ରମୁଖ ନଗର ଏବଂ ପ୍ରାଚୀନ ଗ୍ରୀସର ଉତ୍ତର ଭାଗରେ ମାକିଦନିଆରୋମୀୟକୁରେ ଅବସ୍ଥିତ  ଉପନିବେଶ ଥିଲା ।  ଫିଲିପ୍ପୀର ଲୋକମାନଙ୍କୁ ଫିଲିପ୍ପୀୟ କୁହାଯାଉଥିଲା ।

  • ପାଉଲ ଏବଂ ସିଲା

ଫିଲିପ୍ପି ଯାତ୍ରା କରି ସେଠାରେ ଥିବା ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ପ୍ରଚାର କରିଥିଲେ ।

  • ଫିଲିପ୍ପିରେ ଥିବାବେଳେ

ପାଉଲ ଏବଂ ସିଲାଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ଈଶ୍ବର ଚମତ୍କାର ଭାବରେ ସେମାନଙ୍କୁ ମୁକ୍ତ କରିଥିଲେ ।

  • ଫିଲିପ୍ପୀୟମାନଙ୍କ ନୂତନ

ନିୟମ ପୁସ୍ତକ ଏକ ପତ୍ର ଅଟେ ଯାହା ପ୍ରେରିତ ପାଉଲ ଫିଲିପ୍ପିର ମଣ୍ଡଳୀରେ ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିଲେ ।

  • ଧ୍ୟାନ ଦିଅନ୍ତୁ ଯେ କାଇସରିୟା ଫିଲିପ୍ପୀଠାରୁ ଏହା ଏକ ଭିନ୍ନ ନଗର ଯାହା ହର୍ମୋନ୍ ପର୍ବତ ନିକଟରେ

ଉତ୍ତର-ପୂର୍ବ ଇସ୍ରାଏଲରେ ଅବସ୍ଥିତ ଅଟେ ।

(ଦେଖନ୍ତୁ: କାଇସରିୟା, ଖ୍ରୀଷ୍ଟିୟାନ, ମଣ୍ଡଳୀ, ମାକିଦନିଆ, ପାଉଲ, ସିଲା)

ବାଇବେଲ ପଦପର୍ବ:

ବାଇବେଲର କାହାଣୀଗୁଡ଼ିକରୁ

ଉଦାହରଣଗୁଡିକ:

ଦିନେ, ପାଉଲ ଏବଂ ତାଙ୍କ ସାଥୀ ସିଲା ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର କରିବାକୁ ଫିଲିପ୍ପୀ ନଗରକୁ ଗଲେ ।

ପରଦିନ ନଗରର ନେତାମାନେ ପାଉଲ ଏବଂ ସିଲାଙ୍କୁ କାରାଗାରରୁ ମୁକ୍ତ କରି ଫିଲିପ୍ପୀ ଛାଡିବାକୁ କହିଥିଲେ।

ଶବ୍ଦବିନ୍ୟାସ:

  • Strongs: G53740, G53750