or_tw/bible/names/macedonia.md

2.4 KiB
Raw Permalink Blame History

ମାକିଦନିଆ

ସତ୍ୟ ଘଟଣାବଳିଗୁଡ଼ିକ:

ନୂତନ ନୀୟମ ସମୟରେ ମାକିଦନିଆ ଏକ ରୋମୀୟ ପ୍ରଦେଶ ଥିଲା ଯାହା ପୁରାତନ ଗ୍ରୀସ୍‍ର ଉତ୍ତର ଭାଗରେ ଅବସ୍ଥିତ ଥିଲା I

  • କେତେକ ମହତ୍ଵପୂର୍ଣ୍ଣ ମାକିଦନିଆ ସହରଗୁଡ଼ିକର ନାମ ବାଇବେଲରେ ଉଲ୍ଲେଖ ଅଛି ଯେପରି ବେରିୟା, ଫିଲିପ୍ପୀ ଏବଂ ଥେସଲନୀକୀ I
  • ଏକ ଦର୍ଶନରେ ଈଶ୍ଵଶ୍ୱର ପାଉଲଙ୍କୁ ମାକିଦନିଆରେ ସୁସମାଚାର ପ୍ରଚାର କରିବାକୁ କହିଲେ I
  • ପାଉଲ ଏବଂ ତାହାଙ୍କର ସହକର୍ମୀ ମାକିଦନିଆକୁ ଗଲେ ଏବଂ ସେଠାରେ ସେମାନେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଲେ ଏବଂ ନୂତନ ବିଶ୍ୱାସୀମାନଙ୍କୁ ବିଶ୍ୱାସରେ ବଢିବାରେ ସାହାଯ୍ୟ କଲେ I
  • ବାଇବେଲରେ ପତ୍ରଗୁଡ଼ିକ ଅଛି ଯାହା ପାଉଲ ମାକିଦନିଆ ସହର ଫିଲିପ୍ପୀ ଏବଂ ଥେସଲନୀକୀକୁ ପତ୍ର ଲେଖିଥିଲେI

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମ କିପରି ଅନୁବାଦ କରାଯାଏ)

(ବିଶ୍ୱାସୀ, ବେରିୟା, ବିଶ୍ୱାସ, ଶୁଭ ସମାଚାର, ଗ୍ରୀସ, ଫିଲିପ୍ପୀ, ଥେସଲନୀକୀ ଦେଖନ୍ତୁ)

ବାଇବେଲ ପଦପର୍ବଗୁଡ଼ିକ:

ଶବ୍ଦବିନ୍ୟାସ :

  • Strongs: G31090, G31100