or_tw/bible/names/berea.md

1.7 KiB
Raw Permalink Blame History

ବେରିୟା

ଘଟଣାବଳି:

ନୂତନ ନୀୟମ ସମୟରେ ବେରିୟା ଗୋଟିଏ ସୌଭାଗ୍ୟଶାଳୀ ଗ୍ରୀକ୍ର ସହରଥିଲା ଯାହାକି ଥେସଲିନୀୟା ସହରର ଦକ୍ଷିଣକୁ 80 କି.ମି. ଦୂରରେ ମାସିଡୋନିଆର ଦକ୍ଷିଣ ପୂର୍ବ ଅଞ୍ଚଳରେଥିଲା ׀ କେତେକ ଯିହୁଦୀ ଥେସଲିନୀୟାରେ ପାଉଲ ଏବଂ ଶିଲା ଙ୍କୁ ସମସ୍ୟାରେ ପକାଇବାରୁ ସେମାନେ ଦୁହେଁ କେତେକ ଖ୍ରୀଷ୍ଟିୟାନ ଲୋକଙ୍କ ସହାୟତାରେ ବେରିୟାକୁ ପଲାୟନ କଲେ ׀

  • ପାଉଲ ବେରିୟାରେ ଯାହା ପ୍ରଚାର କରୁଥିଲେ ସେହି ଶାସ୍ତ୍ରାଶଂ ଠିକ୍ ଅଛି କି ନାହିଁ ସର୍ୱଦା ଅନୁସନ୍ଧାନ କରୁଥିଲେ ׀

ଅନୁବାଦ ର ପ୍ରସ୍ତାବ

ନାମ ଗୁଡ଼ିକର କିପରି ଅନୁବାଦ ହେବ

(ଦେଖନ୍ତୁ: ମାସିଡୋନିଆ, ପାଉଲ, ସିବା, ଥେସଲିନୀୟା)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: G960