25 lines
1.7 KiB
Markdown
25 lines
1.7 KiB
Markdown
# ବେରିୟା
|
||
|
||
## ଘଟଣାବଳି:
|
||
|
||
ନୂତନ ନୀୟମ ସମୟରେ ବେରିୟା ଗୋଟିଏ ସୌଭାଗ୍ୟଶାଳୀ ଗ୍ରୀକ୍ର ସହରଥିଲା ଯାହାକି ଥେସଲିନୀୟା ସହରର ଦକ୍ଷିଣକୁ 80 କି.ମି. ଦୂରରେ ମାସିଡୋନିଆର ଦକ୍ଷିଣ ପୂର୍ବ ଅଞ୍ଚଳରେଥିଲା ׀
|
||
କେତେକ ଯିହୁଦୀ ଥେସଲିନୀୟାରେ ପାଉଲ ଏବଂ ଶିଲା ଙ୍କୁ ସମସ୍ୟାରେ ପକାଇବାରୁ ସେମାନେ ଦୁହେଁ କେତେକ ଖ୍ରୀଷ୍ଟିୟାନ ଲୋକଙ୍କ ସହାୟତାରେ ବେରିୟାକୁ ପଲାୟନ କଲେ ׀
|
||
|
||
* ପାଉଲ ବେରିୟାରେ ଯାହା ପ୍ରଚାର କରୁଥିଲେ ସେହି ଶାସ୍ତ୍ରାଶଂ ଠିକ୍ ଅଛି କି ନାହିଁ ସର୍ୱଦା ଅନୁସନ୍ଧାନ କରୁଥିଲେ ׀
|
||
|
||
## ଅନୁବାଦ ର ପ୍ରସ୍ତାବ
|
||
|
||
[ନାମ ଗୁଡ଼ିକର କିପରି ଅନୁବାଦ ହେବ](rc://*/ta/man/translate/translate-names)
|
||
|
||
(ଦେଖନ୍ତୁ: [ମାସିଡୋନିଆ](../names/macedonia.md), [ପାଉଲ](../names/paul.md), [ସିବା](../names/silas.md), [ଥେସଲିନୀୟା](../names/thessalonica.md))
|
||
|
||
## ବାଇବଲ ସମ୍ୱନ୍ଧ ଉଲ୍ଲେଖ
|
||
|
||
* [ପ୍ରେରିତ 17:10-12](rc://*/tn/help/act/17/10)
|
||
* [ପ୍ରେରିତ 17:13-15](rc://*/tn/help/act/17/13)
|
||
* [ପ୍ରେରିତ 20:4-6](rc://*/tn/help/act/20/04)
|
||
|
||
## ବୋର୍ଡ ଡାଟା :
|
||
|
||
* Strong's: G960
|