or_tw/bible/names/thessalonica.md

2.5 KiB
Raw Permalink Blame History

ଥେସଲନୀକୀ, ଥେସଲନୀୟ

ସତ୍ୟ ଘଟଣାବଳୀ:

ନୂତନ ନିୟମ ସମୟରେ, ପୂର୍ବବର୍ତ୍ତୀ ରୋମୀୟ ସାମ୍ରାଜ୍ୟ ସମୟରେ ଥେସଲନୀକା ମାକିଦନିଆର ରାଜଧାନୀ ଥିଲା I ସେହି ସହରରେ ବାସ କରୁଥିବା ଲୋକମାନେ “ଥେସଲନୀକୀୟ” ଅଟନ୍ତି I

  • ଥେସଲନୀକୀ ସହର ଏକ ପ୍ରଧାନ ସାମୁଦ୍ରିକ ବନ୍ଦର ଥିଲା ଏବଂ ଏହା ରୋମୀୟ ସାମ୍ରାଜ୍ୟର ପୂର୍ବ ଭାଗରେ ମଧ୍ୟ ରୋମକୁ ଯୋଗାଯୋଗ କରୁଥିବା ଏକ ମୁଖ୍ୟ ରାସ୍ତାରେ ଅବସ୍ଥିତ ଥିଲା I
  • ପାଉଲ, ତୀମଥି ଏବଂ ଶୀଲାଙ୍କ ସହିତ ତାଙ୍କର ଦ୍ୱିତୀୟ ପ୍ରଚାର ଯାତ୍ରାରେ ଥେସଲନୀକୀକୁ ପରିଦର୍ଶନ କରିଥିଲେ ଏବଂ ଯାହା ଫଳରେ ସେଠାରେ ଏକ ମଣ୍ଡଳୀ ସ୍ଥାପନ ହୋଇଥିଲା I ପରବର୍ତ୍ତୀ ସମୟରେ, ପାଉଲ ଆହୁରି ମଧ୍ୟ ତାଙ୍କର ତୃତୀୟ ପ୍ରଚାର ଯାତ୍ରାରେ ଏହି ସହରକୁ ପରିଦର୍ଶନ କରିଥିଲେ I
  • ପାଉଲ ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କୁ ଦୁଇଟି ପତ୍ର ଲେଖିଥିଲେ I ଏହି ପତ୍ରଗୁଡିକୁ (ପ୍ରଥମ ଥେସଲନୀକୀୟ ଏବଂ ଦ୍ଵିତୀୟ ଥେସଲନୀକୀୟ) ନୂତନ ନିୟମରେ ଅନ୍ତର୍ଭୁକ୍ତ କରାଯାଇଛି I

(ନାମଗୁଡ଼ିକ କିପରି ଅନୁବାଦ କରାଯିବ ଦେଖନ୍ତୁ)

(ମାକିଦନିଆ, ପାଉଲ, ରୋମ ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G23310, G23320