or_tw/bible/names/caesarea.md

2.8 KiB
Raw Permalink Blame History

କାଇସରୀଆ, କାଇସରୀଆ ଫିଲିପ୍

ତଥ୍ୟ:

ଭୁମଧ୍ୟ ସାଗରର ଉପକୁଳ ଅଞ୍ଚଳରେ କାଇସରିଆ ଏକ ଗୁରୁତ୍ୱପୂର୍ଣ୍ଣ ସହରଥିଲା ଓ କର୍ମେଲ୍ ପର୍ବତ ଦକ୍ଷିଣ ଦିଗଠାରୁ ୩୯ କିଲୋମିଟର କାଇସରିଆ ଫିଲିପ୍ପି ଇସ୍ରାଏଲ ଦେଶର ଉତ୍ତର ପୂର୍ବ ଅଞ୍ଚଳରେ କାଇସରିଆ ଫିଲିପପି ସହରଟି ଅବସ୍ଥିତ

  • ଏହି ସହର ଗୁଡିକ କାଇସରଙ୍କପାଇଁ ନାମକରଣ କରାଯାଇଥିଲା ଯିଏକି ରୋମ ସାମ୍ରାଜ୍ୟକୁ ଶାସନ କରୁଥିଲେ
  • ଯୀଶୁଙ୍କ ଜନ୍ମ ସମୟରେ ଉପକୁଳ କାଇସରିଆର ଯିହୁଦା ରୋମ ଅଧିକାରକୁ ଆସିଲା
  • ପ୍ରେରିତ ପିତର ପ୍ରଥମେ କାଇସରିଆଠାରେ ଅଣଯିହୁଦୀମାନଙ୍କୁ ପ୍ରଚାର କରିଥିଲେ
  • ପାଉଲ କାଇସରିଆଠାରୁ ତରସିସ୍ ପର୍ଯ୍ୟନ୍ତ ଜଳଯାତ୍ରା କରୁଥିଲେ ଏବଂ ଦୁଇ ଥର ମିସନେରୀ ଯାତ୍ରାରେ ଏହି ସହରକୁ ଅତିକ୍ରମ କରିଛନ୍ତି
  • ଯୀଶୁ ଏବଂ ତାଙ୍କର ଶିସ୍ୟମାନେ ସିରିୟାର କାଇସରିଆ ଫିଲିପ୍ପି ଅଞ୍ଚଳ ଦେଇ ଯାତ୍ରା କରୁଥିଲେ

ଦୁଇଟି ଯାକ ସହର ହେରୋଦ ଫିଲିପ୍ପୀଙ୍କ ନାମରେ ନାମିତ ହୋଇଥିଲା

(ଭାଷାନ୍ତର ନିମନ୍ତେ ଉପଦେଶ: କିପରି ନାମ ଗୁଡିକୁ ଭାଷାନ୍ତର କରିବ)

(ଆହୁରି ମଧ୍ୟ ଦେଖନ୍ତୁ: କାଇସର, ଅଣ-ଯିହୁଦୀ, ସମୁଦ୍ର, କାର୍ମେଲ୍, ହରୋଣ ପର୍ବତ, ରୋମ, ତର୍ସିସ୍)

ବାଇବଲ ସନ୍ଧର୍ୱ:

ବୋର୍ଡ ଡାଟା :

  • Strong's: G2542, G5376