or_tw/bible/names/mounthermon.md

1.7 KiB

ହର୍ମନ ପର୍ବତ

ତଥ୍ୟ:

ହର୍ମନ ପର୍ବତ ଇସ୍ରାଏଲ ର ସବୁଠାରୁ ଉଚ୍ଚ ପର୍ବତ ଅଟେ ଯାହା ଲେବାନନ ପର୍ବତମାଳା ର ଦକ୍ଷିଣ ର ଉଚ ସ୍ଥାନରେ ଅଛି I

  • ଏହା ଗାଲିଲି ସମୁଦ୍ର ର ଉତ୍ତର ଭାଗରେ ଅଛି, ତାହାର ଉତ୍ତର ଭାଗରେ ଇସ୍ରାଏଲ ଓ ସିରିଆ ଅଛି I
  • ଲୋକ ସମୁହ ଦ୍ୱାରା ହର୍ମନ ପର୍ବତ କୁ “ସିରିଆନ ପର୍ବତ” ଓ “ସେନିର୍ ପର୍ବତ “ନାମରେ ନାମିତ କରାଯାଇଅଛି I
  • ହର୍ମନ ପର୍ବତ ର ତିନଟି ମୁଖ୍ୟ ଶିଖର ସ୍ଥାନ ଅଛି I

ସବୁଠାରୁ ଉଚ ଶିଖର ୨୮୦୦ ମିଟର ଉଚ୍ଚ ଅଟେ I

(ଅନୁବାଦ ପ୍ରସ୍ତାବ: ନାମ ର ଅନୁବାଦ କିପରି କରାଯାଏ)

(ଆହୁରି ଦେଖନ୍ତୁ: ଇସ୍ରାଏଲ, ଗାଲିଲି ସମୁଦ୍ର, ସିରିଆ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2022, H2768, H2769, H8149