or_tw/bible/names/syria.md

2.6 KiB
Raw Permalink Blame History

ସିରିୟା, ଅଶୂରୀୟ

ସତ୍ୟ ଘଟଣାବଳୀ:

ସିରିୟା ଗୋଟିଏ ଦେଶ ଅଟେ ଏହା ଇସ୍ରାଏଲର ଉତ୍ତରପୂର୍ବ ଦିଗରେ ଅବସ୍ଥିତ । ନୂତନ ନିୟମ ସମୟରେ, ଏହା ରୋମୀୟ ସାମ୍ରାଜ୍ୟ ଅଧିନରେ ଥିଲା ।

  • ପୁରାତନ ନିୟମ ସମୟରେ, ସିରିୟା ଲୋକମାନେ ଇସ୍ରାଏଲର ଶକ୍ତ ସୈନିକ ଶତ୍ରୁ ଥିଲେ ।
  • ନାମନ ସିରିୟା ସେନାବାହୀନୀର ମୁଖ୍ୟଥିଲେ ଯିଏ କି ବଭିଷ୍ୟତବକ୍ତା ଇଲୀଶାୟଙ୍କଠାରୁ କୃଷ୍ଠ ରୋଗରୁ ସୁସ୍ଥତା ପାଇଥିଲେ।
  • ଅଧିକାଂଶ ସିରିୟାର ଲୋକମାନେ ଅରାମଙ୍କର ସନ୍ତାନଗଣ ଅଟନ୍ତି ଯେଉଁମାନେ ନୋହଙ୍କ ପୁତ୍ର ଶେମଙ୍କର ବଂଶଧର ଥିଲେ ।
  • ଦମ୍ମେଶକ, ସିରିୟାର ରାଜଧାନୀ ଥିଲା ଏହା ବାଇବେଲରେ ଅନେକଥର ବର୍ଣ୍ଣନା ହୋଇଅଛି ।
  • ଶାଉଲ ଦମ୍ମେଶକ ସହରରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରିବା ପାଇଁ ଯାଉଥିଲେ କିନ୍ତୁ ଯୀଶୁ ତାହାଙ୍କୁ ଯିବାକୁ ଦେଲେ ନାହିଁ ।

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକୁ)

(ଅରାମସେନାପତିଦମ୍ମେଶକସନ୍ତାନଗଣଏଲିଶାକୃଷ୍ଠୀନାମନତାଡନାଭବିଷ୍ୟ‌ଦ୍‌ବକ୍ତା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H0758, H0804, G49470, G49480