or_tw/bible/names/elisha.md

1.8 KiB
Raw Permalink Blame History

ଇଲୀଶା

ସତ୍ୟ ଘଟଣାବଳୀ:

ଇଲୀଶା ଇସ୍ରାଏଲ ଦେଶର ଜଣେ ଭବିଷ୍ୟ‌ଦ୍‌ବକ୍ତା ଥିଲେ ସେହି ସମୟରେ ସେଠାରେ  ଅନେକ ରାଜା ରାଜତ୍ୱ କରୁଥିଲେ: ଆହାବ, ଅହସୀୟ,ଯେହୂ,ଯୋୟାଶ୍, ଏବଂ ଯିହୋୟାହସ୍ I

  • ଈଶ୍ୱର ଏଲୀୟ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଇଲୀଶାକୁ ଭବିଷ୍ୟ‌ଦ୍‌ବକ୍ତା ଭାବରେ ନିଯୁକ୍ତ କରିବା ପାଇଁ କହିଲେ I
  • ଏଲୀୟ ଯେତେବେଳେ ଘୂର୍ଣ୍ଣିବାୟୁରେ ସ୍ୱର୍ଗକୁ ନିତ ହେଲେ, ଇଲୀଶା ଇସ୍ରାଏଲର ଭବିଷ୍ୟ‌ଦ୍‌ବକ୍ତା ହେଲେ I
  • ଇଲୀଶା ଏନେକ ଆଶ୍ଚର୍ଯ୍ୟ କର୍ମ କେଲେ, ସେ ସିରିୟାର କୁଷ୍ଠ ରୋଗୀକୁ ସୁସ୍ଥ କଲେ ଏବଂ ଶୁନେମୀୟାର ବିଧବାର ପୁତ୍ରକୁ ମୃତ୍ୟୁରୁ ଉଠାଇଲେ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଏଲୀୟ, ନାମାନ୍, ଭବିଷ୍ୟତବକ୍ତା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H0477