or_tw/bible/names/naaman.md

3.1 KiB
Raw Permalink Blame History

ନାମାନ୍

ସତ୍ୟ ଘଟଣାବଳୀ:

ପୁରାତନ ନିୟମରେ, ଅରାମୀୟ ରାଜାର ନାମାନ୍ ନାମକ ଜଣେ ସେନାପତି ଥିଲେ ।

  • ନାମାନଙ୍କର ଭୟଙ୍କର ଚର୍ମ ରୋଗଥିଲା ଯାହାକୁ କୁଷ୍ଠରୋଗ କୁହାଯାଉଥିଲା ଓ ଏହି ରୋଗର କୌଣସି ଔଷଧ କିମ୍ୱା ସୁସ୍ଥତା ପାଇବାର ଆଶା ବି ନଥିଲା ।
  • ନାମାନ ଘରେ ଥିବା ଜଣେ ଯିହୁଦୀ ଦାସୀ ତାହାଙ୍କୁ  ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟଙ୍କୁ ନିକଟକୁ ଯାଇ  ସୁସ୍ଥ କରିବାକୁ କହିବାକୁ କହିଲା ।
  • ଇଲୀଶାୟ ନାମାନଙ୍କୁ ଯର୍ଦ୍ଦନ ନଦୀରେ ସାତଥର ସ୍ନାନ କରିବାକୁ କହିଲେ, ଯେବେ ନାମାନ ତାହା କଲେ, ଈଶ୍ଵର ତାହାଙ୍କୁ  ସେହି ରୋଗରୁ ସୁସ୍ଥତା ପ୍ରଦାନ କଲେ ।
  • ଫଳରେ, ନାମାନ ଯିହୋବା ଏକମାତ୍ର ସତ୍ୟ ଈଶ୍ଵରଙ୍କୁ ବିଶ୍ୱାସ କଲେ ।
  • ଯାକୁବଙ୍କର ପୁତ୍ର ବିନ୍ୟାମୀନଙ୍କର ବଂଶରେ ଆଉ ଦୁଇ ଜଣ ନାମାନ ଥିଲେ ।

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

ଅରାମଯର୍ଦ୍ଦନ ନଦୀକୁଷ୍ଠ, ଭବିଷ୍ୟ‌ଦ୍‌ବକ୍ତା: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 19:14 ଶତ୍ରୁ ସେନାପତି ନାମାନଙ୍କ ସହ ଏକ ଚମତ୍କାର ଘଟଣା ଘଟିଥିଲା, ଯାହାର ଭୟଙ୍କର ଚର୍ମ ରୋଗ ଥିଲା ।
  • 19:15 ପ୍ରଥମେ ନାମାନ କ୍ରୋଧିତ ହୋଇଥିଲେ ଏବଂ ଏହା କରିବେ ନାହିଁ ବୋଲି କହିଥିଲେ କାରଣ ଏହା ମୂର୍ଖତା ପରି ମନେ ହେଉଥିଲା । କିନ୍ତୁ ପରେ ସେ ନିଜର ବିଚାରକୁ ବଦଳାଇ ନିଜକୁ ସାତଥର ଯର୍ଦ୍ଦନ ନଦୀରେ ବୁଡ଼ାଇଲେ।
  • 26:6 "ସେ (ଇଲୀଶାୟ) କେବଳ ଇସ୍ରାଏଲର ଶତ୍ରୁମାନଙ୍କର ସେନାପତି ନାମାନର ଚର୍ମ ରୋଗକୁ ସୁସ୍ଥ କଲେ।"

ଶବ୍ଦବିନ୍ୟାସ:

  • Strongs: H5283, G34970