or_tw/bible/names/damascus.md

2.8 KiB
Raw Permalink Blame History

ଦମ୍ୱେଶକ

ତଥ୍ୟବଳୀ:

ଦମ୍ମେଶକ ସିରିଆ ଦେଶର ରାଜଧାନୀ ଅଟେ ।  ଏହା ବାଇବେଲ ସମୟ ପରି ସମାନ ସ୍ଥାନରେ ବର୍ତ୍ତମାନ ମଧ୍ୟ ଅବସ୍ଥିତ ଅଛି ।

  • ଦମ୍ମେଶକ ଦୁନିଆର

ସର୍ବ ପୁରାତନ, କ୍ରମାଗତ ଭାବରେ ବାସ କରୁଥିବା ନଗରଗୁଡ଼ିକ ମଧ୍ୟରୁ ଗୋଟିଏ ଅଟେ ।

  • ଅବ୍ରହାମଙ୍କ ସମୟରେ ଦମ୍ମେଶକ

ଅରାମ ରାଜ୍ୟର ରାଜଧାନୀ ଥିଲା (ଯାହା ବର୍ତ୍ତମାନ ସିରିଆରେ ଅବସ୍ଥିତ ଅଟେ) ।

  • ପୁରାତନ ନିୟମରେ, ଦମ୍ମେଶକର ବାସିନ୍ଦା ଏବଂ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ

ସମ୍ପର୍କ ବିଷୟରେ ଅନେକ ସନ୍ଦର୍ଭ ଉଲ୍ଲେଖ ଅଛି ।

  • ଦମ୍ମେଶକର ବିନାଶ

ବିଷୟରେ ଅନେକ ବାଇବେଲ ଭବିଷ୍ୟବାଣୀ ଉଲ୍ଲେଖ କରେ ।  ପୁରାତନ ନିୟମ ସମୟରେ ଅଶୂର ନଗରକୁ ଧ୍ୱଂସ କଲାବେଳେ ଏହି ଭବିଷ୍ୟବାଣୀଗୁଡ଼ିକ ପୂରଣ ହୋଇଥାଇପାରେ, କିମ୍ବା ଭବିଷ୍ୟତର ଏହି ନଗରର ସମ୍ପୂର୍ଣ୍ଣ ଧ୍ୱଂସ ହୋଇପାରେ ।

  • ନୂତନ ନିୟମରେ, ଫାରୂଶୀ ଶାଉଲ (ପାଉଲ) ଦମ୍ମେଶକ ନଗରରେ ଖ୍ରୀଷ୍ଟିଆନମାନଙ୍କୁ ବନ୍ଦୀ

କରିବା ପାଇଁ ଯାଉଥିଲେ ସେତେବେଳେ ଯୀଶୁ ତାଙ୍କ ସହ ଦର୍ଶନ ଦେଇଥିଲେ ଏବଂ ସେ ବିଶ୍ଵାସୀ ହୋଇଥିଲେ ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରିବେ)

(ଦେଖନ୍ତୁ: ଅରାମ, ଅଶୂରିୟ, ବିଶ୍ୱାସ, ସିରିୟା)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H1834, G11540