or_tw/bible/names/assyria.md

3.6 KiB

ଅଶୂର, ଅଶୂରୀୟ, ଅଶୂରୀୟଗଣ, ଅଶୂରୀୟ ସାମ୍ରାଜ୍ୟ

ତଥ୍ୟମା:

କିଣାନ ଦେଶରେ ଇସ୍ରାଏଲୀୟ ଲୋକମାନେ ବାସ କରୁଥିବା ସମୟରେ ଅଶୂର ଏକ ଶକ୍ତିଶାଳୀ ରାଷ୍ଟ୍ରଥିଲା I ଅଶୂରୀୟ ସମ୍ରାଜ୍ୟ ଏକ ଦେଶର ଗୋଷ୍ଠୀଥିଲା, ଯାହା ଅଶୂରୀୟ ରାଜାଙ୍କ ଦ୍ୱାରା ଶାସିତ ହେଉଥିଲେ I

  • ଅଶୂର ରାଷ୍ଟ୍ର ଏକ ଅଞ୍ଚଳରେଥିଲା, ଯାହା ଏବେ ଈରାକ୍‌ର ଉତ୍ତର ଭାଗରେ ଅବସ୍ଥିତ I
  • ଅଶୂରୀୟମାନେ ସେମାନଙ୍କ ଇତିହାସରେ ଭିନ୍ନ ଭିନ୍ନ ସମୟରେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ I
  • ୭୨୨ ଖ୍ରୀଷ୍ଟପୂର୍ବରେ, ଅଶୂରୀୟମାନେ ସମ୍ପୂର୍ଣ୍ଣ ଭାବରେ ଇସ୍ରାଏଲୀୟ ରାଜ୍ୟକୁ ପରାସ୍ତ କଲେ ଏବଂ ଅନେକ ଇସ୍ରାଏଲୀୟମାନଙ୍କୁ ଅଶୂରକୁ ଯିବା ନିମନ୍ତେ ବାଧ୍ୟ କଲେ I
  • ବଳକା ଇସ୍ରାଏଲୀୟମାନେ ଭିନ୍ନଜାତିର ବିଦେଶୀମାନଙ୍କୁ ବିବାହ କଲେ, ଯାହା ଅଶୂରୀୟମାନେ ସମରୀୟଠାରୁ ଇସ୍ରାଏଲ ମଧ୍ୟକୁ ଆଣିଥିଲେ I

ତତ୍ପରେ ଏହି ଭିନ୍ନଜାତିରେ ବିବାହ କରିଥିବା ଲୋକମାନଙ୍କ ବଂଶଗତକୁ ସମରୀୟ କୁହାଗଲା I

(ମଧ୍ୟ ଦେଖିପାରିବା: ସମରୀୟ)

ବାଇବଲ ପଦ ପର୍ୱ:

ବାଇବଲ କାହାଣୀରୁ ଉଦାହରଣ:

  • 20:02 ସେଥି ନିମନ୍ତେ ଦୁଇ ରାଷ୍ଟ୍ରକୁ ଧ୍ୱଂସ କରିବା ନିମନ୍ତେ ଈଶ୍ୱର ସେମାନଙ୍କ ଶତ୍ରୁମାନଙ୍କୁ ଅନୁମତି ଦେଲେ I

ଇସ୍ରାଏଲ ଦେଶ ଏକ ଶକ୍ତିଶାଳୀ ଏବଂ ନିଷ୍ଠୁର ଅଶୂର ସମ୍ରାଜ୍ୟ ଦ୍ୱାରା ବିନଷ୍ଟ ହୋଇଥିଲା ଇସ୍ରାଏଲ ଦେଶରେ ଅନେକ ଲୋକଙ୍କୁ ଅଶୂରୀୟମାନେ ହତ୍ୟା କଲେ, ସମସ୍ତ ମୂଲ୍ୟବାନ ବସ୍ତୁ ନେଇଗଲେ ଏବଂ ଦେଶକୁ ଜାଳିଦେଲେ I

  • 20:23 ଅଶୂରୀୟମାନେ ସମସ୍ତ ନେତା, ଦକ୍ଷ ଧନୀ ଲୋକକୁ ଏକତ୍ର କଲେ, ଏବଂ ସେମାନଙ୍କୁ ଅଶୂରକୁ ନେଇଗଲେ I
  • 20:04 ତତ୍ପରେ ଅଶୂରୀୟମାନେ ବିଦେଶୀମାନଙ୍କୁ ବସବାସ କରିବା ନିମନ୍ତେ ଆଣିଲେ ଯେଉଁଠାରେ ଇସ୍ରାଏଲ ଦେଶଥିଲା I

ବୋର୍ଡ ଡାଟା :

  • Strong's: H804, H1121