or_tw/bible/names/caesar.md

2.8 KiB
Raw Permalink Blame History

କାଇସର

ସତ୍ୟ ଘଟଣାବଳୀ:

ରୋମୀୟ ସାମ୍ରାଜ୍ୟର ଅନେକ ଶାସକମାନଙ୍କ ଦ୍ୱାରା ବ୍ୟବହୃତ “କାଇସର” ଶବ୍ଦ ନାମ କିମ୍ବା ଆଖ୍ୟା ଥିଲା ׀ ବାଇବେଲରେ, ଏହି ନାମ ତିନୋଟି ଭିନ୍ନ ରୋମୀୟ ଶାସକଙ୍କୁ ବୁଝାଏ ׀

  • ପ୍ରଥମ ରୋମୀୟ ସମ୍ରାଟଙ୍କ ନାମ “କାଇସର ଅଗଷ୍ଟ”ଥିଲା ଯିଏକି ଯୀଶୁଙ୍କ ଜନ୍ମ ସମୟରେ ଶାସନ କରୁଥିଲେ ׀
  • ପ୍ରାୟ ତିରିଶି ବର୍ଷ ପରେ, ବାପ୍ତିଜକ ଯୋହନ ପ୍ରଚାର କରୁଥିବା ସମୟରେ ତିବିରୀୟା କାଇସର ରୋମୀୟ  ସାମ୍ରାଜ୍ୟରେ ଶାସନ କରୁଥିଲେ ׀
  • ଯେଉଁ ସମୟରେ ଯୀଶୁ ତାହାଙ୍କର ଶିସ୍ୟମାନଙ୍କୁ କହିଲେ ଯାହା କାଇସରଙ୍କର ତାହା କାଇସରଙ୍କୁ ଦିଅ, ଏହି ସମୟରେ ରୋମୀୟ ଶାସନ ଭାର ତିବିରୀୟା କାଇସରଙ୍କ ହାତରେ ଥିଲା ׀
  • ଯେଉଁ ସମୟରେ ପାଉଲ କାଇସରଙ୍କୁ ନିବେଦନ କଲେ ଅର୍ଥାତ ଏହା ରୋମୀୟ ଶାସନକର୍ତ୍ତାକୁ ବୁଝାଏ, କାଇସର ଶାସନକର୍ତ୍ତାର ନାମ ମଧ୍ୟ ଥିଲା
  • ଯେଉଁ ଯେଉଁ ସ୍ଥାନରେ କାଇସର ନାମ ବ୍ୟବହାର ହୋଇଛି ଏହି ଶବ୍ଦକୁ ଶାସକ କିମ୍ୱା ଶାସନକର୍ତା ଭାବେ ମଧ୍ୟ ଅନୁବାଦ  କରାଯାଇପାରିବ ׀
  • କାଇସର ଅଗଷ୍ଟ କିମ୍ୱା ତିବିରୀୟା କାଇସର ନାମଗୁଡ଼ିକ ଜାତୀୟ ଭାଷାର ଉଚ୍ଚାରଣ ଅନୁସାରେ ଉଚ୍ଚାରଣ କରାଯାଇପାରେ ׀

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ରାଜା, ପାଉଲ, ରୋମୀୟ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G25410