or_tw/bible/names/caesar.md

31 lines
2.8 KiB
Markdown
Raw Permalink Blame History

This file contains invisible Unicode characters

This file contains invisible Unicode characters that are indistinguishable to humans but may be processed differently by a computer. If you think that this is intentional, you can safely ignore this warning. Use the Escape button to reveal them.

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# କାଇସର
## ସତ୍ୟ ଘଟଣାବଳୀ:
ରୋମୀୟ ସାମ୍ରାଜ୍ୟର ଅନେକ ଶାସକମାନଙ୍କ ଦ୍ୱାରା ବ୍ୟବହୃତ “କାଇସର” ଶବ୍ଦ ନାମ କିମ୍ବା ଆଖ୍ୟା ଥିଲା ׀ ବାଇବେଲରେ, ଏହି ନାମ ତିନୋଟି ଭିନ୍ନ ରୋମୀୟ ଶାସକଙ୍କୁ ବୁଝାଏ ׀
* ପ୍ରଥମ ରୋମୀୟ ସମ୍ରାଟଙ୍କ ନାମ “କାଇସର ଅଗଷ୍ଟ”ଥିଲା ଯିଏକି ଯୀଶୁଙ୍କ ଜନ୍ମ ସମୟରେ ଶାସନ କରୁଥିଲେ ׀
* ପ୍ରାୟ ତିରିଶି ବର୍ଷ ପରେ, ବାପ୍ତିଜକ ଯୋହନ ପ୍ରଚାର କରୁଥିବା ସମୟରେ ତିବିରୀୟା କାଇସର ରୋମୀୟ  ସାମ୍ରାଜ୍ୟରେ ଶାସନ କରୁଥିଲେ ׀
* ଯେଉଁ ସମୟରେ ଯୀଶୁ ତାହାଙ୍କର ଶିସ୍ୟମାନଙ୍କୁ କହିଲେ ଯାହା କାଇସରଙ୍କର ତାହା କାଇସରଙ୍କୁ ଦିଅ, ଏହି ସମୟରେ ରୋମୀୟ ଶାସନ ଭାର ତିବିରୀୟା କାଇସରଙ୍କ ହାତରେ ଥିଲା ׀
* ଯେଉଁ ସମୟରେ ପାଉଲ କାଇସରଙ୍କୁ ନିବେଦନ କଲେ ଅର୍ଥାତ ଏହା ରୋମୀୟ ଶାସନକର୍ତ୍ତାକୁ ବୁଝାଏ, କାଇସର ଶାସନକର୍ତ୍ତାର ନାମ ମଧ୍ୟ ଥିଲା
* ଯେଉଁ ଯେଉଁ ସ୍ଥାନରେ କାଇସର ନାମ ବ୍ୟବହାର ହୋଇଛି ଏହି ଶବ୍ଦକୁ ଶାସକ କିମ୍ୱା ଶାସନକର୍ତା ଭାବେ ମଧ୍ୟ ଅନୁବାଦ  କରାଯାଇପାରିବ ׀
* କାଇସର ଅଗଷ୍ଟ କିମ୍ୱା ତିବିରୀୟା କାଇସର ନାମଗୁଡ଼ିକ ଜାତୀୟ ଭାଷାର ଉଚ୍ଚାରଣ ଅନୁସାରେ ଉଚ୍ଚାରଣ କରାଯାଇପାରେ ׀
(<u>ନାମଗୁଡ଼ିକ କିପରି ଅନୁବାଦ କରିବେ:</u> ଅନୁବାଦ ପ୍ରସ୍ତାବଗୁଡ଼ିକ)
(<u>ରାଜା</u><u>,</u> <u>ପାଉଲ</u><u>,</u> <u>ରୋମୀୟ</u>: ଦେଖନ୍ତୁ)
## ବାଇବେଲ ପଦପର୍ବ:
* <u>ପ୍ରେରିତ</u> <u>25: 6</u>
* <u>[ଲୂକ 2:1](../names/paul.md)</u>
* <u>ଲୂକ</u> <u>20:23-24</u>
* <u>[ଲୂକ 23:2](../names/rome.md)</u>
* <u>[ମାର୍କ 12: 13-15](rc://*/tn/help/act/25/06)</u>
* <u>[ମାଥିଉ 22:17](rc://*/tn/help/luk/02/01)</u>
* <u>[ଫିଲିପ୍ପୀୟ  4:22](rc://*/tn/help/luk/20/23)</u>
## ଶବ୍ଦବିନ୍ୟାସ:
* Strongs: G25410