or_tw/bible/names/caesarea.md

32 lines
2.8 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# କାଇସରୀଆ, କାଇସରୀଆ ଫିଲିପ୍
## ତଥ୍ୟ:
ଭୁମଧ୍ୟ ସାଗରର ଉପକୁଳ ଅଞ୍ଚଳରେ କାଇସରିଆ ଏକ ଗୁରୁତ୍ୱପୂର୍ଣ୍ଣ ସହରଥିଲା ଓ କର୍ମେଲ୍ ପର୍ବତ ଦକ୍ଷିଣ ଦିଗଠାରୁ ୩୯ କିଲୋମିଟର
କାଇସରିଆ ଫିଲିପ୍ପି ଇସ୍ରାଏଲ ଦେଶର ଉତ୍ତର ପୂର୍ବ ଅଞ୍ଚଳରେ କାଇସରିଆ ଫିଲିପପି ସହରଟି ଅବସ୍ଥିତ
* ଏହି ସହର ଗୁଡିକ କାଇସରଙ୍କପାଇଁ ନାମକରଣ କରାଯାଇଥିଲା ଯିଏକି ରୋମ ସାମ୍ରାଜ୍ୟକୁ ଶାସନ କରୁଥିଲେ
* ଯୀଶୁଙ୍କ ଜନ୍ମ ସମୟରେ ଉପକୁଳ କାଇସରିଆର ଯିହୁଦା ରୋମ ଅଧିକାରକୁ ଆସିଲା
* ପ୍ରେରିତ ପିତର ପ୍ରଥମେ କାଇସରିଆଠାରେ ଅଣଯିହୁଦୀମାନଙ୍କୁ ପ୍ରଚାର କରିଥିଲେ
* ପାଉଲ କାଇସରିଆଠାରୁ ତରସିସ୍ ପର୍ଯ୍ୟନ୍ତ ଜଳଯାତ୍ରା କରୁଥିଲେ ଏବଂ ଦୁଇ ଥର ମିସନେରୀ ଯାତ୍ରାରେ ଏହି ସହରକୁ ଅତିକ୍ରମ କରିଛନ୍ତି
* ଯୀଶୁ ଏବଂ ତାଙ୍କର ଶିସ୍ୟମାନେ ସିରିୟାର କାଇସରିଆ ଫିଲିପ୍ପି ଅଞ୍ଚଳ ଦେଇ ଯାତ୍ରା କରୁଥିଲେ
ଦୁଇଟି ଯାକ ସହର ହେରୋଦ ଫିଲିପ୍ପୀଙ୍କ ନାମରେ ନାମିତ ହୋଇଥିଲା
(ଭାଷାନ୍ତର ନିମନ୍ତେ ଉପଦେଶ: [କିପରି ନାମ ଗୁଡିକୁ ଭାଷାନ୍ତର କରିବ](rc://*/ta/man/translate/translate-names))
(ଆହୁରି ମଧ୍ୟ ଦେଖନ୍ତୁ: [କାଇସର](../names/caesar.md), [ଅଣ-ଯିହୁଦୀ](../kt/gentile.md), [ସମୁଦ୍ର](../names/mediterranean.md), [କାର୍ମେଲ୍](../names/carmel.md), [ହରୋଣ ପର୍ବତ](../names/mounthermon.md), [ରୋମ](../names/rome.md), [ତର୍ସିସ୍](../names/tarsus.md))
## ବାଇବଲ ସନ୍ଧର୍ୱ:
* [ପ୍ରେରିତ ୦୯:୨୮-୩୦](rc://*/tn/help/act/09/28)
* [ପ୍ରେରିତ ୧୦:୧-](rc://*/tn/help/act/10/01)
* [ପ୍ରେରିତ ୨୫:୧-୩](rc://*/tn/help/act/25/01)
* [ପ୍ରେରିତ ୨୫:୧୩-୧୬](rc://*/tn/help/act/25/13)
* [ମାର୍କ ୦୮:୨୭-୨୮](rc://*/tn/help/mrk/08/27)
* [ମାଥିଉ ୧୬:୧୩-୧୬](rc://*/tn/help/mat/16/13)
## ବୋର୍ଡ ଡାଟା :
* Strong's: G2542, G5376