or_tw/bible/names/carmel.md

2.5 KiB
Raw Permalink Blame History

କର୍ମିଲ, କର୍ମିଲ ପର୍ବତ

ତଥ୍ୟାବଳି:

“କର୍ମିଲ ପର୍ବତ” ସାରୋଣ ମାଳ ଅଞ୍ଚଳରେ ଦକ୍ଷିଣକୁ ଥିବା ଭୁମଧ୍ୟ ସାଗର ଉପକୁଳବର୍ତ୍ତୀ ପାର୍ୱତ୍ୟା ଅଞ୍ଚଳକୁ ବୁଝାଏ ଏହାର ଶ୍ରୁଂଗ ୫୪୬ ମିଟର ଉଚତା

  • ସେହିଠାରେ ଥିବା ସହରଟି “କର୍ମିଲ” ନାମରେ “ଲବଣ ସମୁଦ୍ର” ଯିହୁଦା ପ୍ରଦେଶରେ ଅବସ୍ଥିତ
  • ସେହି ସମୟରେ ଜଣେ ଲୋକ କର୍ମିଲରେ ବ୍ୟବସାୟ କରୁଥିଲେ, ସେ ଅତି ବଡ ଲୋକଥିଲେ ତାଙ୍କର ନାମ ନାବଲ ଓ ତାହାର ଭାର୍ଯାର ନାମ ଅବୀଗଲ ଯାହାଙ୍କୁ ଦାଉଦ ଏବଂ ତାଙ୍କର ସହକର୍ମୀମାନେ ନାବଲର ମେଷଲୋମ ଛେଦନକାରୀ ସାହାଯ୍ୟ କରିଥିଲେ
  • କର୍ମିଲ ପର୍ବତରେ, ଏଲୀୟ ବାଲ୍ ଭବିଷ୍ୟତବକ୍ତାମାନଙ୍କୁ ଆହ୍ୱାନ ଦେଲେ ଯେ ପ୍ରକୃତ ସଦାପ୍ରଭୁ ହେଉଛନ୍ତି ପରମେଶ୍ୱର
  • ଏଥିରୁ ଆମେ ସୁସ୍ପଷ୍ଟ ଯେ, କର୍ମିଲ ପର୍ବତ ଗୋଟିଏ ନୁହେଁ ଏଣୁ “କର୍ମିଲ ପର୍ବତ” କୁ ଅନୁବାଦ କରଯାଇପାରିବ” କର୍ମିଲ ପର୍ବତ ମାଳା ଉପରେ ପର୍ବତ” ନତୁବା “କର୍ମିଲ ପର୍ବତ ମାଳା”

(ଅନୁବାଦ ନିମନ୍ତେ ଉପଦେଶ ଗୁଡିକ:: ନାମ ଗୁଡିକୁ ଅନୁବାଦ କିପରି କରିବେ)

(ଆହୁରି ଦେଖ: ବାଲ୍, ଏଲୀୟ, ଯିହୁଦା, ଲବଣ ସମୁଦ୍ର)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H3760, H3761, H3762