or_tw/bible/names/corinth.md

2.1 KiB
Raw Permalink Blame History

କରିନ୍ଥ, କରିନ୍ଥୀୟ

ସତ୍ୟ ଘଟଣାବଳି:

କରିନ୍ଥ ଗ୍ରୀକ୍ ଦେଶର ଗୋଟିଏ ସହର ଥିଲା,ଏହା ଆଥିନୀରୁ ପ୍ରାୟ 50 ମାଇଲ୍ ଦୂରରେ ଥିଲା I କରିନ୍ଥ ସହରରେ ବାସ କରୁଥିବା ଲୋକମାନଙ୍କୁ କରିନ୍ଥୀୟ କୁହାଯାଏ I

  • କରନ୍ଥୀ ଆଦ୍ୟ ମଣ୍ଡଳୀଗୁଡ଼ିକର ଏକ ମଣ୍ଡଳୀ ଥିଲା I
  • ନୂତନ ନିୟମ ପୁସ୍ତକରେ, ପ୍ରଥମ କରନ୍ଥୀ ଏବଂ ଦ୍ଵିତୀୟ କରନ୍ଥୀ ପତ୍ରଗୁଡ଼ିକ କରିନ୍ଥରେ ଥିବା ବିଶ୍ୱାସୀମାନଙ୍କ ନିମନ୍ତେ ପାଉଲ ଲେଖିଛନ୍ତି I
  • ପାଉଲଙ୍କର ପ୍ରଥମ ମିଶନନାରୀ ଯାତ୍ରାରେ ପ୍ରାୟ 18 ମାସ ପାଉଲ କରନ୍ଥୀରେ ରହିଥିଲେ I
  • ପାଉଲ କରିନ୍ଥରେ ଥିବା ସମୟରେ ସେ ବିଶ୍ୱାସୀ ଆକ୍ୱିଲା ଓ ପ୍ରିସ୍କିଲାଙ୍କ ସହ ସାକ୍ଷାତ କରିଥିଲେ I
  • ଅନ୍ୟ ଆଦ୍ୟ ମଣ୍ଡଳୀର ନେତାଗଣ ଯଥା ତୀମଥି, ତୀତସ, ଆପଲ୍ଲ ଏବଂ ଶୀଲା ମଧ୍ୟ କରନ୍ଥୀ ସହିତ ସମ୍ମିଳିତ ଥିଲେ I

(ନାମଗୁଡ଼ିକୁ କିପରି ଆନୁବାଦ କରିବେ ଦେଖନ୍ତୁ)

(ଆପଲ୍ଲ, ତୀମଥି, ତୀତସ ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G28810, G28820