or_tw/bible/names/titus.md

2.3 KiB

ତୀତସ

ତଥ୍ୟଗୁଡିକ:

ତୀତସ ଜଣେ ବିଜାତି ଥିଲେ। ଆଦ୍ୟ ମଣ୍ଡଳୀଗୁଡିକରେ ନେତା ହେବା ନିମନ୍ତେ ସେ ପାଉଲଙ୍କ ଦ୍ୱାରା ତାଲିମପ୍ରାପ୍ତ ହୋଇଥିଲେ।

  • ପାଉଲଙ୍କ ଦ୍ୱାରା ତୀତସଙ୍କ ନିକଟକୁ ଏକ ପତ୍ର ଲିଖିତ ହୋଇଥିଲା ଯାହା ନୂତନ ନୀୟମର ପୁସ୍ତକଗୁଡ଼ିକ ମଧ୍ୟରେ ଅନ୍ୟତମ ଅଟେ।
  • ଏହି ପତ୍ରରେ ପାଉଲ ତୀତସଙ୍କୁ ପରାମର୍ଶ ଦେଇଥିଲେ ଯେପରି ସେ କ୍ରୀତୀ ଦୀପକୁ ଯାଇ ସେଠାରେ ମଣ୍ଡଳୀଗୁଡ଼ିକ ନିମନ୍ତେ ପ୍ରାଚୀନମାଙ୍କୁନ ନିଯୁକ୍ତ କରିବେ।
  • ଖ୍ରୀଷ୍ଟିଆନମାନଙ୍କୁ ଆପଣାର ଅନ୍ୟ ପତ୍ରଗୁଡ଼ିକରେ ପାଉଲ ତୀତସଙ୍କ ନାମ ଉଲ୍ଲେଖ କରିଛନ୍ତି, ଯିଏ କି ତାଙ୍କୁ ଉତ୍ସାହିତ କଲେ ଏବଂ ତାଙ୍କ ମନରେ ଆନନ୍ଦ ଆଣିଲେ।

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: ନାମଗୁଡ଼ିକ କିପରି ଅନୁବାଦ କରିବ)

(ଆହୁରି ମଧ୍ୟ ଦେଖ: ନିଯୁକ୍ତ କରିବା, ବିଶ୍ୱାସ, ମଣ୍ଡଳୀ, ସୁନ୍ନତ କରିବା, କ୍ରୀତୀ, ପ୍ରାଚୀନ, ଉତ୍ସାହିତ କରିବା, ଜ୍ଞାନ ବା ଆଦେଶ ଦେବା, ସେବକ)

ବାଇବଲ ପଦ ପର୍ବଗୁଡିକ:

ଦତ୍ତ ବିଷୟ ଶବ୍ଦ:

  • ମୂଳଶବ୍ଦ: G5103