or_tw/bible/names/crete.md

1.4 KiB
Raw Permalink Blame History

କୁରିଣୀ, କୁରିଣିୟ, କୁରିଣିୟ ଅଧିବାସୀ

ଘଟଣାବଳି:

କୁରିଣୀ ଏକ ମାଳଦ୍ୱୀପ ଗ୍ରୀକ୍ ଦେଶର ଉପକୁଳବର୍ତ୍ତୀ ଅଞ୍ଚଳ “କୁରିଣିୟ” ସେହି ଦ୍ୱୀପରେ ବସବାସ କରୁଥିବା ଜନତା

  • ପ୍ରେରିତ ପାଉଲ କୁରିଣିୟ ମାଳଦ୍ୱୀପ ଦେଇ ତାଙ୍କର ମିସନେରୀ ଯାତ୍ରା କରୁଥିଲେ
  • ପାଉଲ ତାଙ୍କର ସହକର୍ମୀ ତୀତସଙ୍କୁ କୁରିଣିୟ ମାଳଦ୍ୱୀପରେ ଛାଡି ଗଲେ ଯେପରି ସେଠାରେ ଥିବା ଖ୍ରୀଷ୍ଟିଆନମାନଙ୍କୁ ଶିକ୍ଷା ଦେଇ ମଣ୍ଡଳୀର ନେତା ନିଯୁକ୍ତ କରିବେ

(ଅନୁବାଦ ପ୍ରସ୍ତାବ: ନାମ ଗୁଡିକୁ ଅନୁବାଦ କରିବେ କିପରି)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: G2912, G2914