or_tw/bible/names/noah.md

3.7 KiB
Raw Permalink Blame History

ନୋହ

ସତ୍ୟ ଘଟଣାବଳୀ:

ଚାରି ହଜାର ବର୍ଷ ପୂର୍ବରୁ ନୋହ ନାମରେ ଜଣେ ବ୍ୟକ୍ତିଥିଲେ, ସେହି ସମୟରେ ଈଶ୍ଵର  ପୃଥିବୀ ସାରା ଜଳ ପ୍ଲାବନ ପଠାଇ ପୃଥିବୀରେ ଥିବା ସମସ୍ତ ପାପୀମାନଙ୍କୁ ବିନାଶ କଲେ । ଈଶ୍ଵର  ନୋହଙ୍କୁ ଏକ ବିଶାଳ ଜାହାଜ ତିଆରି କରିବାକୁ କହିଲେ ଯେଉଁଠି ସେ ଓ ତାହାର ପରିବାର ପୃଥିବୀରେ ଜଳ ପ୍ଲାବନ ସମୟରେ ରହିପାରିବେ ।

  • ନୋହ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ ସେ ସମସ୍ତ ବିଷୟରେ ଈଶ୍ଵରଙ୍କର ବାଧ୍ୟଥିଲେ ।
  • ଯେତେବେଳେ ଈଶ୍ଵର  ନୋହଙ୍କୁ କିପରି ଜାହାଜ ତିଆରି କରିବାକୁ ହେବ କହିଲେ, ନୋହ ଯେପରି ଈଶ୍ଵର କହିଲେ ଠିକ୍ ସେହିପରି ସେହି ଜାହାଜ ନିର୍ମାଣ କଲେ ।
  • ଜାହାଜ ଭିତରେ, ନୋହ ଓ ତାହାର ପରିବାର ସୁରକ୍ଷିତ ରହିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କର ସନ୍ତାନ ସନ୍ତତି ଓ ନାତି ଅଣନାତିମାନେ ପୃଥିବୀକୁ ଲୋକମାନଙ୍କ ସଂଖ୍ୟାରେ ପୂର୍ଣ୍ଣକଲେ ।
  • ଯେତେ ଲୋକ ଜଳପ୍ଲାବନ ପରେ ଜନ୍ମ ହୋଇଛନ୍ତି ସେମାନେ ସମସ୍ତେ ନୋହଙ୍କର ସନ୍ତାନଗଣ ଅଟନ୍ତି ।

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଦେଖନ୍ତୁ)

(ସନ୍ତାନଗଣଜାହାଜ: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ  କାହାଣୀରୁ ଉଦାହରଣଗୁଡ଼ିକ:

  • 3:2 କିନ୍ତୁ ନୋହ ଈଶ୍ଵରଙ୍କ ଅନୁଗ୍ରହ ପାଇଲେ।
  • 3:4 ନୋହ ଈଶ୍ଵରଙ୍କ ବାଧ୍ୟହେଲେ ସେ ଓ ତାହାର ତିନି ପୁଅ ଈଶ୍ଵର ସେମାନଙ୍କୁ ଯେପରି ଜାହାଜ ନିର୍ମାଣ କରିବାକୁ କହିଥିଲେ ଠିକ୍ ସେହିପରି ନିର୍ମାଣ କଲେ ।
  • 3:13  ଦୁଇମାସ ପରେ ଈଶ୍ଵର ନୋହ କୁ କହିଲେ , “ତୁମ୍ଭେ ଓ ତୁମ୍ଭର ପରିବାର ଓ ସମସ୍ତ ପଶୁ, ପକ୍ଷୀଗଣ ଓ ଭୂଚର ଉରୋଗାମୀ ଆଦି ସବୁ ଜୀବଜନ୍ତୁ ବାହାରକୁ ଘେନିଯାଅ ପୃଥିବୀରେ ଲୋକବନ୍ତ ଓ ବହୁ ବଂଶ ହୁଅନ୍ତୁ” ଏଣୁ ନୋହ ଓ ତାହାର ପରିବାର ଜାହାଜର ବାହାରକୁ ଆସିଲେ ନୋହ

ଶବ୍ଦବିନ୍ୟାସ:

  • Strongs: H5146, G35750