or_tw/bible/names/mesopotamia.md

1.9 KiB
Raw Permalink Blame History

ମେସପତାମିଆ

ତଥ୍ୟ:

ମେସପତାମିଆ ଏକ ଏକ ଭୂମି ଯାହା ଏଉପ୍ରୀଟିସ୍ ଓ ତାଇଗ୍ରିସ ନଦୀ ମଧ୍ୟରେ ଅବସ୍ଥିତ ଅଟେ I ଏହାର ଅବସ୍ଥିତ ଆଜିର ଇରାକ ଦେଶରେଥିଲା I

  • ପୁରାତନ ନିୟମରେ ଏହି ଅଞ୍ଚଳକୁ “ଆରାମ ନାହାରେଇମ୍ “ମଧ୍ୟ କୁହାଯାଉଥିଲା I
  • “ମେସପତାମିଆ” ଶବ୍ଦର ଅର୍ଥ ହେଉଛି “ଦୁଇ ନଦୀ ମଧ୍ୟରେ”I

ବାକ୍ୟାଂଶ “ଆରାମ ନାହାରେଇମ “ର ଅର୍ଥ ହେଉଛି “ଦୁଇଟି ନଦୀର ଆରାମ” ଅଟେ I

  • ଅବ୍ରହାମ୍ କିଣାନରେ ପ୍ରବେଶ କରିବା ପୁରବେ ମେସପତାମିଆ ସହର ଉର୍ ଓ ହାରାନରେ ବାସ କରୁଥିଲେ I
  • ବାବିଲନ, ମେସପତାମିଆ ର ଆଉ ଏକ ମହତ୍‌ୱ ପୂର୍ଣ୍ଣ ସହର ଅଟେ I
  • ଯେଉଁ ଅଞ୍ଚଳ ର ନାମ “ଚାଲଦିଆ” ତାହା ମେସପତାମିଆର ଏକ ଭାଗ ଅଟେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଆରାମ, ବାବିଲନ, ଚାଲଦିଆ, ଏଉପ୍ରିଟିସ୍ ନଦୀ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H763, G3318