or_tw/bible/names/chaldeans.md

2.2 KiB
Raw Permalink Blame History

କଲାଦୀୟା, କଲଦୀୟ, କଲଦୀୟ ଲୋକମାନେ

ତଥ୍ୟାବଳି:

କଲଦୀୟ ଅଞ୍ଚଳଟି ମେସୋପଟାମିଆଁ ବା ବାବିଲୋନର ଦକ୍ଷିଣ ଅଂଶରେ ଅବସ୍ଥିତ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ କଲଦୀୟ ନାମରେ ପରିଚିତ

  • ଅବ୍ରାହମ ଉର୍ ସହରରୁ ଆସି କଲଦୀୟରେ ବସ୍ତି ସ୍ଥାପନ କଲେ ,

ଏହା ବାରମ୍ୱାର “କଲଦୀୟ ଲୋକମାନଙ୍କର ଉର୍ “ଭାବରେ ବର୍ଣ୍ଣନା କରାଯାଇଛି

  • କଲଦୀୟମାନଙ୍କ ଭଳି ରାଜା ନବୁକଦନେସର ଯିଏକି ବାବିଲୋନରେ ରାଜା ହୋଇପାରିଲେ
  • ଅନେକ ବର୍ଷ ପରେ, ଖ୍ରୀ: ପୂ: ୬୦୦ରେ “କଲଦୀୟ” ଶବ୍ଦର ଅର୍ଥ “ବାବିଲୋନ” କୁ ବୁଝାଗଲା
  • ଦାନୀୟେଲ ପୁସ୍ତକରେ, “କଲଦୀୟ” ଶବ୍ଦ କିଛି ଶ୍ରେଣୀର ପୁରୁଷମାନଙ୍କୁ କୁହାଗଲା ଯେଉଁମାନେ ଉଚ୍ଚଶିକ୍ଷିତ ଓ ସେମାନେ ତାରାର ଗତିକୁ ଗଣନା କରିପାରନ୍ତି

(ଅନୁବାଦ ନିମନ୍ତେ ସାହାଯ୍ୟ: ନାମ ଗୁଡିକ ଅନୁବାଦ କରିବେ କିପରି)

(ଦେଖ: ଅବ୍ରାହମ, ବାବିଲୋନ, ଶିନୀୟର, ଉର୍)

ବାଇବଲାର ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H3679, H3778, H3779, G5466