or_tw/bible/names/shinar.md

2.0 KiB
Raw Permalink Blame History

ଶିନୀୟ

ଘଟଣାବଳି:

ଶିନୀୟର ଅର୍ଥ “ଦୁଇଟି ନଦୀର ଦେଶ” ଏବଂ ମେସପଟାମିଆ ଦକ୍ଷିଣ ଅଞ୍ଚଳରେ ଥିବା ସମତଳ ଭୂମିର ନାମ

  • ଶିନୀୟ ପରବର୍ତ୍ତୀ ସମୟରେ “କଲାଦିୟ” ଏବଂ ପରେ “ବାବିଲୋନ” ନାମରେ ପରିଚିତ ହେଲା
  • ପ୍ରାଚୀନ ସମୟରେ ଶିନୀୟ ସମତଳରେ ବାବିଲ ସହରରେ ବାସ କରୁଥିବା ଲୋକମାନେ ସେମାନଙ୍କର ନାମ କୁ ମହାନ କରିବାର୍ଥେ ଏକ ଉଚ୍ଚ ଦୁର୍ଗ ନିର୍ମାଣ କଲେ
  • କେତେ ପୁରୁଷ ପରେ, ଏହି ଅଞ୍ଚଳ ର ଯିହୁଦୀମାନଙ୍କର ଆଦିପିତା ଅବ୍ରାହମ ଉର ନାମକ ସ୍ଥାନରେ ବସତି କଲେ ସେହି ସ୍ଥାନକୁ ସେହି ସମୟରେ “କଲଦିୟା” କୁହାଯାଉଥିଲା

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମକୁ ଅନୁବାଦ କରିବେ କିପରି)

(ଦେଖ: ଅବ୍ରାହମ, ବାବିଲ, ବାବିଲୋନ, କଲାଦିୟା, ମେସପଟାମିଆ, ଆଦିପିତା, ଉର)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H8152