or_tw/bible/names/babel.md

2.4 KiB
Raw Permalink Blame History

ବାବିଲ

ଘଟଣାବଳି:

ମେସେପଟାମିଆର ଦକ୍ଷିଣ ଭାଗର ସିନର ଅଞ୍ଚଳରେ ବାବିଲ ଗୋଟିଏ ମୂଖ୍ୟ ସହରଥିଲା ׀ ସିନର ପରେ ବାବିଲୋନିଆ ବୋଲି ଡକାଗଲା ׀

  • ବାବିଲ ସହର କୁ ହାମ ର ଅଣନାତି ନିମ୍ରୋଦ ସ୍ଥାପନ କରିଥିଲା ଯିଏ କି ସିନର ଅଞ୍ଚଳକୁ ଶାସନ କରୁଥିଲା ׀
  • ସିନର ଲୋକମାନେ ଗର୍ବିଥିଲେ ଏବଂ ସ୍ୱର୍ଗ କୁ ପହଞ୍ଚିବାକୁ ଗୋଟିଏ ଗଗନ ସ୍ପର୍ଶି ଗଡ଼ ନିର୍ମାଣ କରିବାକୁ ନିଷ୍ପତି ନେଲେ ׀

ତାହା ପରେ "ବାବିଲ ଗଡ଼" ନାମରେ ଜଣା ଗଲା ׀

  • କାରଣ ସେମାନେ ପରମେଶ୍ୱରଙ୍କ ଆଦେଶକୁ ପ୍ରତ୍ୟାଖ୍ୟାନ କରି ବିସ୍ତାରିତ ହେବାକୁ ନ ଚାହିଁ ସେହି ଗଡ଼ ନିର୍ମାଣ କରୁଥିଲେ ତେଣୁ ପରମେଶ୍ୱର ସେମାନଙ୍କ ଭାଷାର ଭେଦ ଜନ୍ମାଇଲେ ତେଣୁ ସେମାନେ ପରସ୍ପରକୁ ବୁଝିପାରିଲେ ନାହିଁ ׀

ଏହା ଦ୍ୱାରା ସେମାନେ ପୃଥିବୀର ବିଭିନ୍ନ ପ୍ରାନ୍ତରକୁ ଯାଇ ରହିବାକୁ ବାଧ୍ୟ ହେଲେ ׀

  • "ବାବିଲ" ମୂଳ ଅର୍ଥ ହେଉଛି "ଗୋଳମାଳ"ଯେତେବେଳେ ପରମେଶ୍ୱର ଲୋକମାନଙ୍କର ଭାଷାର ଗୋଳମାଳ କଲେ ଏହା ସେଥିରୁ ନାମିତ ହୋଇଛି ׀

ଅନୁବାଦ ର ପ୍ରସ୍ତାବ

ନାମ ଗୁଡ଼ିକର କିପରି ଅନୁବାଦ ହେବ

(ଦେଖନ୍ତୁ: ବାବିଲୋନ, ହାମ, ମେସେପଟାମିଆ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H894