or_tw/bible/names/shinar.md

26 lines
2.0 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଶିନୀୟ
## ଘଟଣାବଳି:
ଶିନୀୟର ଅର୍ଥ “ଦୁଇଟି ନଦୀର ଦେଶ” ଏବଂ ମେସପଟାମିଆ ଦକ୍ଷିଣ ଅଞ୍ଚଳରେ ଥିବା ସମତଳ ଭୂମିର ନାମ
* ଶିନୀୟ ପରବର୍ତ୍ତୀ ସମୟରେ “କଲାଦିୟ” ଏବଂ ପରେ “ବାବିଲୋନ” ନାମରେ ପରିଚିତ ହେଲା
* ପ୍ରାଚୀନ ସମୟରେ ଶିନୀୟ ସମତଳରେ ବାବିଲ ସହରରେ ବାସ କରୁଥିବା ଲୋକମାନେ ସେମାନଙ୍କର ନାମ କୁ ମହାନ କରିବାର୍ଥେ ଏକ ଉଚ୍ଚ ଦୁର୍ଗ ନିର୍ମାଣ କଲେ
* କେତେ ପୁରୁଷ ପରେ, ଏହି ଅଞ୍ଚଳ ର ଯିହୁଦୀମାନଙ୍କର ଆଦିପିତା ଅବ୍ରାହମ ଉର ନାମକ ସ୍ଥାନରେ ବସତି କଲେ ସେହି ସ୍ଥାନକୁ ସେହି ସମୟରେ “କଲଦିୟା” କୁହାଯାଉଥିଲା
(ଅନୁବାଦ ପ୍ରସ୍ତାବ ଗୁଡିକ: [ନାମକୁ ଅନୁବାଦ କରିବେ କିପରି](rc://*/ta/man/translate/translate-names))
(ଦେଖ: [ଅବ୍ରାହମ](../names/abraham.md), [ବାବିଲ](../names/babel.md), [ବାବିଲୋନ](../names/babylon.md), [କଲାଦିୟା](../names/chaldeans.md), [ମେସପଟାମିଆ](../names/mesopotamia.md), [ଆଦିପିତା](../other/patriarchs.md), [ଉର](../names/ur.md))
## ବାଇବଲ ସନ୍ଦର୍ୱ:
* [ଆଦି ୧୦:୮-୧୦](rc://*/tn/help/gen/10/08)
* [ଆଦି ୧୪:୧-](rc://*/tn/help/gen/14/01)
* [ଆଦି ୧୪:୭-୯](rc://*/tn/help/gen/14/07)
* [ଯିଶାଇୟ ୧୧:୧୦-୧୧](rc://*/tn/help/isa/11/10)
* [ଜିଖରିୟ ୦୫:୧୦-୧୧](rc://*/tn/help/zec/05/10)
## ବୋର୍ଡ ଡାଟା :
* Strong's: H8152