or_tw/bible/names/euphrates.md

2.0 KiB
Raw Permalink Blame History

ଫରାତ୍ ନଦୀ, ନଦୀ

ସୂଚନା:

ଏଦନ ଉଦ୍ୟାନରୁ ପ୍ରବାହିତ ହେଉ ଥିବା ଚାରୋଟି ନଦୀ ମଧ୍ୟରୁ ଫରାତ୍ଥିଲା ଏକ ନଦୀ I ଏହା ଏକ ନଦୀ ଯାହା ବିଷୟରେ ସବୁଠାରୁ ଅଧିକ ବାଇବଲରେ ଉଲ୍ଲେଖ କରାଯାଇଛି I

  • ଆଧୁନିକ ଫରାତ୍ ନଦୀ ବର୍ତ୍ତମାନ ପୂର୍ବ ଦେଶରେ ଅବସ୍ଥିତ ଏବଂ ଏହା ଏସିଆର ସବୁଠାରୁ ଲମ୍ବା ଏବଂ ଗୁରୁତ୍ୱପୂର୍ଣ୍ଣ ନଦୀ ଅଟେ I
  • ଟାଇଗ୍ରିସ୍ ନଦୀ ସହିତ ଫରାତ୍ ନଦୀ ମେସୋପଟାମିଆର ଦୁଇଟି ସିମାନ୍ତର ଅଞ୍ଚଳଥିଲା I
  • ପ୍ରାଚୀନ ସହର ଊର ଯେଉଁଠାରେ ଅବ୍ରହାମ୍ ଆସିଥିଲେ ସେହି ସ୍ଥାନ ଫରାତ୍ ନଦୀର ମୂଳଥିଲା I
  • ଏହି ନଦୀ ଇଶ୍ୱର ଅବ୍ରହାମ୍କୁ ପ୍ରତିଜ୍ଞା କରିଥିବା ଦେଶର ଏକ ସୀମାଥିଲା I (ଆଦିପୁସ୍ତକ ୧୫:୧୮)
  • ବେଳେବେଳେ ଫରାତ୍ ନଦୀକୁ “ଏକ ନଦୀ” ବୋଲି ଡକା ଯାଉଥିଲା I

(ଭାଷାନ୍ତର ପାଇଁ ପ୍ରସ୍ତାବନା:ନାମଗୁଡିକ କିପରି ଭାଷାନ୍ତର କରିବା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H5104, H6578, G2166