or_tw/bible/names/caleb.md

3.7 KiB

କାଲେବ୍

ତଥ୍ୟ ଗୁଡିକ

ମୋଶା କିଣାନ ଦେଶକୁ ଆବିଷ୍କାର କରିବା ପାଇଁ ଇସ୍ରାଏଲ ମଧ୍ୟରୁ ଯେଉଁ ବାର ଜଣ ଗୁପ୍ତଚରଙ୍କୁ ପ୍ରେରଣ କରିଥିଲେ ତନ୍ମଧ୍ୟରୁ ହୋଇଥିଲେ କାଲେବ୍ ଅନ୍ୟତମ

  • ସେ ଏବଂ ଯିହୋଶୁୟ ଲୋକମାନଙ୍କୁ କହିଲେ ସଦପ୍ରଭୁଙ୍କ ପରେ ଭରସା ରଖ କାରଣ ସଦାପ୍ରଭୁ କିଣାନୀୟ ପରାସ୍ତ କରିବାରେ ସହାୟ ହେବେ
  • ଯିହୋଶୁୟ ଏବଂ କାଲେବ୍ ଙ୍କ ପିଢିରେ କେବଳ ଦୁଇ ଜଣ ବ୍ୟକ୍ତିଥିଲେ ଯାହାଙ୍କୁ ପ୍ରତିଜ୍ଞାତ ଦେଶ କିଣାନକୁ ପ୍ରବେଶ କରିବା ପାଇଁ ଅନୁମତି ପାଇଥିଲେ
  • କାଲେବ୍ ଅନୁରୋଧ କରି କହିଲେ ଯେପରି ତାଙ୍କୁ ଓ ତାଙ୍କର ପରିବାରକୁ ହିବ୍ରୋଣ ଦେଶ ମିଳେ

ସେ ଜାଣିଥିଲେ ଯେ ଇଶ୍ୱର ତାଙ୍କୁ ସେହି ଦେଶରେ ବାସ କରୁଥିବା ଲୋକମାନଙ୍କୁ ଅଧିକାର କରିବା ପାଇଁ ସହାୟ ହେବେ

(ଭାନ୍ତର ନିମନ୍ତେ ଉପଦେଶ: ନାମ ଗୁଡିକୁ ଭାଷାନ୍ତର କରିବେ କିପରି)

(ଦେଖ: ହିବ୍ରୋଣ, ଯିହୋଶୁୟ)

ବାଇବଲ ସନ୍ଧର୍ୱ:

ବାଇବଲ କାହାଣୀରୁ ଉଦାହରଣ:

  • _ ୧୪:୦୪_ଯେତେବେଳେ ଇସ୍ରାଏଲ ଲୋକମାନେ କିଣାନ ଦେଶର ପରିସୀମାକୁ ଆସିଲେ,, ଇସ୍ରାଏଲର ପ୍ରତ୍ୟକ ଜାତିରୁ ଜଣେ ଜଣେ କରି ମୋଶା ୧୨ଜଣ ପୁରୁଷଙ୍କୁ ମନୋନୀତ କଲେ

କିଣାନ ଦେଶକୁ ଅନୁସଂଧାନ କରିବାକୁ ସେ ପୁରୁଷମାନଙ୍କୁ ଉପଦେଶ ଦେଲେ

  • _ ୧୪:୦୬_ ତହୁଁ _ କାଲେବ୍ _ ` ଯିହୋଶୁୟ, ଓ ଅନ୍ୟ ଦୁଇ ଜଣ ଗୁପ୍ତଚରଙ୍କ ସହିତ, କହିଲେ, “ଏହା ସତ୍ୟ ଯେ କିଣାନ ଦେଶର ଲୋକମାନେ ଖୁବ୍ ଶକ୍ତିଶାଳୀ କିନ୍ତୁ ଆମ୍ଭେମାନେ ସେମାନଙ୍କୁ ହରାଇ ପାରିବା!

ଇଶ୍ୱର ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ

  • ୧୪:୦୮” ଯିହୋଶୁୟ ଓ_ କାଲେବ୍ ବ୍ୟତୀତ _, ଆଉ ଯେତେଜଣ କୋଡିଏ ବର୍ଷ ଓ ଏହାଠାରୁ ତତୋଧିକ ସମସ୍ତେ ସେଠାରେ ମରିବା କିନ୍ତୁ କେବେ ହେଁ ପ୍ରତିଜ୍ଞାତ ଦେଶକୁ ପ୍ରବେଶ କରିପାରିବା ନାହିଁ “

ଏଣୁ ଯେପରି ସେହି ଦେଶରେ ଶାନ୍ତିରେ ବଂଚି ପାରିବେ

ବୋର୍ଡ ଡାଟା :

  • Strong's: H3612, H3614