or_tw/bible/names/hebron.md

1.9 KiB
Raw Permalink Blame History

ହେବ୍ର୍ନ

ତଥ୍ୟ:

ହେବ୍ରନ ଏକ ସହର ଯାହା ଉଚ, ପଥୁରିଆ ପର୍ବତରେ ଯିରୁଶାଲମରୁ ମିଲ୍ ଦୁର ସ୍ଥାନରେ ଅବସ୍ତିତ ଅଟେ I

  • ଏହି ସହର ଖ୍ରୀଷ୍ଟ ପୂର୍ବ ବର୍ଷରେ ଅବ୍ରହାମ୍ ଙ୍କ ସମୟରେ ନିର୍ମାଣ କରା ଯାଇଥିଲା I

ଏହା ଅନେକ ସମୟରେ ପୁରାତନ ନୀୟମର ଇତିହାସ ପୁସ୍ତକରେ ଉଲ୍ଲେଖ ଅଛି I

  • ହେବ୍ରନ ଦାଉଦ ରାଜା ଜୀବନରେ ଏକ ବଡ଼ ଭୂମିକା ନେଉଥିଲା I

ତାହାର ଅନେକ ସନ୍ତାନ, ଅବସଲମ ସହିତ ସେଇ ଠାରେ ଜନ୍ମ ହୋଇଥିଲେ I

  • ଏହି ନଗର ୭୦ ମସିହାରେ ରୋମୀୟମାନଙ୍କ ଦ୍ୱାରା ନଷ୍ଟ କରା ଯାଇଥିଲା I

(ଅନୁବାଦ ପ୍ରସ୍ତାବ: ନାମ କି ପ୍ରକାରେ ଅନୁବାଦ କରାଯାଏ)

(ଆହରୀ ଦେଖନ୍ତୁ: ଅବସଲମ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2275, H2276, H5683