or_tw/bible/names/joshua.md

5.9 KiB
Raw Permalink Blame History

ଜିହୁଶିୟ

ତଥ୍ୟ:

ବାଇବଲରେ ଅନେକ ବ୍ୟକ୍ତିର ନାମ ଜିହୁଶିୟ ଅଟେ I ଅତି ଜଣାଶୁଣା ହେଉଛନ୍ତି ନୁନର ପୁତ୍ର ଜିହୁଶିୟ ଯେ ମୋଶାର ସହାୟକଥିଲେ ଓ ପରେ ଇସ୍ରାଏଲ ର ଏକ ମହତ୍‌ୱପୂର୍ଣ୍ଣ ନେତା ହେଲେ I

  • ଜିହୁଶିୟ ୧୨ ଛିଦ୍ର ଅନୁସନ୍ଧାନ କାରୀ ମଧ୍ୟରୁ ଜଣେଥିଲେ ଯାହାକୁ ମୋଶା ପ୍ରତଜ୍ଞାତ ଦେଶ ଅନୁସନ୍ଧାନ କରିବା ନିମନ୍ତେ ପଠାଇଥିଲେ I
  • କାଲେବା ସହିତ ଜିହୁଶିୟ ଇସ୍ରାଏଲ ଲୋକଙ୍କୁ ଏହି ଅନୁରୋଧ କଲେ କି ପରମେଶ୍ୱରଙ୍କର ଆଜ୍ଞା ପାଳନ କରି ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବାକୁ ଓ କିଣାନୀୟ ଲୋକଙ୍କୁ ହରାଇବାକୁ I
  • ଅନେକ ବର୍ଷ ପରେ, ମୋଶା ମଲା ପରେ, ପରମେଶ୍ୱର ଜିହୁଶିୟ କୁ ନିଯୁକ୍ତ କଲେ କି ସେ ଇସ୍ରାଏଲ ଲୋକଙ୍କୁ ପ୍ରତିଜ୍ଞାତ ଦେଶ ପ୍ରବେଶ କରିବା ନିମନ୍ତେ ନେତୃତ୍ୱ କରେ I
  • ପ୍ରଥମ ଓ ମହତ୍‌ୱପୂର୍ଣ୍ଣ ଯୁଦ୍ଧ ଯାହା କିଣାନୀୟ ବିରୁଧରେଥିଲା ତାହାକୁ ଜିହୁଶିୟ ନେତୃତ୍ୱ ନେଇ ଜେରିହୋ ସହରକୁ ହରାଇଥିଲେ I
  • ପୁରାତନ ନିୟମରେ ଜିହୁଷିୟ ପୁସ୍ତକ କୁହେ କି କିପରି ଜିହୁଶିୟ ଇସ୍ରାଏଲ ଲୋକଙ୍କର ନେତୃତ୍ୱ କରି ପ୍ରତିଜ୍ଞାତ ଦେଶ ନିଜ ଅଧିନରେ ନେଲେ ଓ ସେ ଇସ୍ରାଏଲ ର ପ୍ରତିଟି ଜାତି କୁ ନିଜ ନିଆ ର ଭୂମି ବାଣ୍ଟି ଦେଲେ I
  • ଯାଦକର ପୁତ୍ର ଜିହୁଶିୟ ଯେ ହାଗୟ ଓ ଯିଖରୀୟ ପୁସ୍ତକରେ ଲିଖିତ ଅଛି ;ସେ ଏକ ମହାଯାଜକ ଯେ ଜିରୁହାଲାମର କାନ୍ଥ କୁ ପୁନଃନିର୍ମାଣ କରିଥିଲେ I
  • ଆଉ ଅନେକ ବ୍ୟକ୍ତି ଜିହୁଶିୟ ନାମରେ ବାଇବଲ ର ଅନେକ ବଂଶାବଳିରେ ଲିଖିତ ଅଟେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: କିଣାନ, ହାଗୟ, ଜିରିହୋ, ମୋଶା,ପ୍ରତିଜ୍ଞାତ ଦେଶ, ଯିଖରୀୟ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୧୪:୦୪ ଇସ୍ରାଏଲ ଲୋକମାନେ ଯେତେବେଳେ କିଣାନ ସୀମାରେ ପହଁଚିଲେ, ମୋଶା ପ୍ରତିଟି ଜାତିରୁ ବାର ଜନ ଲୋକକୁ ବାଛିଲେ I

ସେ ସେହିମାନଙ୍କୁ ନିର୍ଦେଶ ଦେଲେ କି ସେହି ଦେଶକୁ ଯାଇ ଛିଦ୍ର ଅନୁସନ୍ଧାନ କରିବେ ଓ କହିବେ କି ସେହି ଦେଶ କିପରି ଦେଖିବାକୁ ଲାଗୁଛି I

  • ୧୪:୦୬ ତୁରନ୍ତ କାଲେବା ଓ ଜିହୁଶିୟ ଦୁଇ ଛିଦ୍ର ଅନୁସନ୍ଧାନ କାରୀ କହିଲେ, ଶୁଣନ୍ତୁ, “ଏହା ସତ୍ୟ ଯେ କିଣାନର ଲୋକମାନେ ଉଚ୍ଚ ଓ ବଳଶାଳୀ କିନ୍ତୁ ଆମ୍ଭେ ନିଶ୍ଚିନ୍ତ ରୂପରେ ସେହିମାନଙ୍କୁ ହରାଇବା I
  • ୧୪:୦୮ ଜିହୁଶିୟ ଓ କାଲେବକୁ ଛାଡ଼ି, ପ୍ରତ୍ୟକ ଯେ ବର୍ଷରୁ ଉର୍ଧ ନିଶ୍ଚିନ୍ତ ମରିବେ ଓ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବେ ନାହିଁ I”
  • ୧୪:୧୪ ମୋଶା ଏବେ ଅତି ବୁଢ଼ା ହୋଇ ଗଲେ, ତେଣୁ ପ୍ରଭୁ ଜିହୁଶିୟ କୁ ବାଛିଲେ କି ତାହାକୁ ସାହାଯ୍ୟ କରନ୍ତୁ କି ଲୋକଙ୍କର ନେତୃତ୍ୱ ନିଅନ୍ତୁ I
  • ୧୪:୧୫ __ଜିହୁଶିୟ __ ଏକ ଉତ୍ତମ ନେତାଥିଲେ କାରଣ ସେ ଈଶ୍ୱରଙ୍କ ଉପରେ ଭରସା ରଖୁଥିଲେ ଓ ତାହାଙ୍କର ଆଜ୍ଞାକାରୀଥିଲେ I
  • ୧୫:୦୩ ଲୋକମାନେ ଯେତେବେଳେ ଯର୍ଦନ ନଦୀ ପାର ହେଲେ, ପ୍ରଭୁ ଜିହୁଶିୟ କୁ କହିଲେ କିପରି ଶକ୍ତିଶାଳୀ ସହର ଜିରିହୋ କୁ ଆକ୍ରମଣ କରିବ I

ବୋର୍ଡ ଡାଟା :

  • Strong's: H3091, G2424