or_tw/bible/names/haggai.md

1.6 KiB
Raw Permalink Blame History

ହାଗୟ

ତଥ୍ୟ:

ଯିହୁଦୀ ଲୋକମାନେ ବାବିଲୋନ ରୁ ବନ୍ଦୀ ହୋଇ ଫେରି ଆସିଲା ପରେ ହାଗୟ ଯିହୁଦାରେ ଭବିଷ୍ୟବକ୍ତା ହୋଇଥିଲେ I

  • ଯେତେବେଳେ ହାଗୟ ଭବିଷ୍ୟବକ୍ତା ଭବିଷ୍ୟବାଣୀ କରୁଥିଲେ ତେବେ ରାଜା ଉସୀୟ ଯିହୁଦାରେ ରାଜତ୍ୱ କରୁଥିଲେ I
  • ଯିଖରୀୟ ଭବିଷ୍ୟବକ୍ତା ମଧ୍ୟ ଏହି ସମୟରେ ଭବିଷ୍ୟବାଣୀ କରୁଥିଲେ I
  • ହାଗୟ ଓ ଯିଖରୀୟ ଯିହୁଦୀମାନଙ୍କୁ ଉତ୍ସାହିତ କରୁଥିଲେ କି ସେମାନେ ମନ୍ଦିର ନିର୍ମାଣ କରନ୍ତୁ, ଯାହା ବାବିଲୋନୀୟ ରାଜା ନବୁକଦ୍‌ନେସର ଦ୍ୱାରା ଧ୍ୱଂଶ କରା ଯାଇଥିଲା I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

(ଆହୁରି ଦେଖନ୍ତୁ: ବାବିଲୋନ, ଯିହୁଦା, ନବୁକଦ୍‌ନେସର, ଉସୀୟ, ଯିଖରୀୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2292