or_tw/bible/names/jericho.md

2.7 KiB
Raw Permalink Blame History

ଯିରୀହୋ

ସତ୍ୟ ଘଟଣାବଳୀ:

ଯିରୀହୋ କିଣାନର ଏକ ଶକ୍ତିଶାଳୀ ସହର ଥିଲା I ଏହା ଯର୍ଦନ ନଦୀର ପଶ୍ଚିମରେ ଓ ଲବଣ ସାଗରର ଉତ୍ତର ଦିଗରେ ଅବସ୍ଥିତ ଥିଲା I

  • ଯେପରି ସମସ୍ତ କିଣାନୀୟମାନେ କରୁଥିଲେ ସେହିପରି ଯିରୀହୋ ଲୋକମାନେ ମଧ୍ୟ ଭଣ୍ଡଦେବତାର ପୂଜା କରୁଥିଲେ I
  • ଯିରୀହୋ କିଣାନର ପ୍ରଥମ ସହରଥିଲା ଯାହାକୁ ଈଶ୍ଵର ଅଧିକାର କରିବାକୁ କହିଲେ I
  • ଯେତେବେଳେ ଯିହୋଶୂୟ  ଯିରୀହୋ ବିରୁଧରେ ଇସ୍ରାଏଲକୁ ନେତୃତ୍ୱ କରୁଥିଲେ, ଈଶ୍ଵର  ଏକ ଚମତ୍କାର ରୂପରେ ସେହି ସହରକୁ ହରାଇବାକୁ ସାହାଯ୍ୟ କଲେ I

(କିଣାନଯର୍ଦନ ନଦୀଯିହୋଶୂୟଆଶ୍ଚର୍ଯ୍ୟକର୍ମଲବଣ ସାଗର: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 15:1 ଯିହୋଶୂୟ  ଦୁଇ ଗୁପ୍ତଚରମାନଙ୍କୁ କିଣାନର ଯିରୀହୋ ନଗରକୁ ପଠାଇଲେ I
  • 15:3 ଲୋକମାନେ ଯର୍ଦନ ନଦୀ ପାରହେଲା ପରେ, ଈଶ୍ଵର ଯିହୋଶୂୟକୁ କିପରି ଶକ୍ତିଶାଳୀ ଯିରୀହୋ ନଗରକୁ ଆକ୍ରମଣ କରିବେ କହିଲେ I
  • 15:5 ତାପରେ ଯିରୀହୋ ନଗର ପ୍ରାଚୀର ଭୂମିସାତ୍‍ ହେଲା I ଇସ୍ରାଏଲୀୟମାନେ ନଗରର ସବୁକିଛି ନଷ୍ଟ କଲେ ଯେପରି ଈଶ୍ଵର ସେମାନଙ୍କୁ ଆଜ୍ଞା ଦେଇଥିଲେ I

ଶବ୍ଦବିନ୍ୟାସ:

  • Strongs: H3405, G24100