or_tw/bible/names/ethiopia.md

2.7 KiB
Raw Permalink Blame History

ଇଥିଓପିୟା, ଇଥିଓପିୟାମାନେ

ସୂଚନା:

ଇଥିଓପିୟା ଏକ ଆଫ୍ରିକା ଦେଶ ଦକ୍ଷିଣ ମିସରରେ ଅବସ୍ଥିତ,ପଶ୍ଚିମ ଆଡ଼କୁ ନୀଳ ନଦୀ ଏବଂ ପୂର୍ବ ଆଡ଼କୁ ସୁଫ ସାଗରଥିଲା I ଇଥିଓପିୟାର ଲୋକକୁ ଏଥିୟପୀୟ ବୋଲି ଜଣା ଯାଉଥିଲା I

  • ପ୍ରାଚୀନ ଇଥିଓପିୟା ଦକ୍ଷିଣ ମିସରରେ ଅବସ୍ଥିତଥିଲା ଏବଂ ଏହାର ଆଧୁନିକ ଆଫ୍ରିକାର ଏକ ବିଶେଷ ଅଙ୍ଗଥିଲା ଏବଂ ଏଥିରେ ମଧ୍ୟ ସୁଡାନ, ଆଧୁନିକ ଇଥିଓପିୟା, ସୋମାଲିଆ, କେନିଆ, ଉଗାଣ୍ଡା, କେନ୍ଦ୍ର ଆଫ୍ରିକା ରିପାବଳିକ୍ ଏବଂ ଚାଦ୍ ଅନ୍ତର୍ଭୁକ୍ତ ଅଟେ I
  • ବାଇବଲରେ, ଇଥିଓପିୟାକୁ ବେଳେବେଳେ “କୂଶ୍” କିମ୍ୱା “ନୁବିଆ” ବୋଲି ଡକାଯାଏ I
  • ଇଥିଓପିୟା ଏବଂ ମିସର ଦେଶଗୁଡିକ ବେଳେବେଳେ ବାଇବଲରେ ଏକାସମୟରେ ଉଲ୍ଲେଖ କରାଯାଇଛି କାରଣ ସେମାନେ ପାଖାପାଖି ଅବସ୍ଥିତ ଏବଂ ସେମାନଙ୍କ ପୂର୍ବପୁରୁଷମାନେ ପ୍ରାୟ ସମାନଥିଲେ I
  • ଈଶ୍ୱର ପ୍ରଚାରକ ଫିଲିପ୍ପକୁ ପ୍ରାନ୍ତର ମଧ୍ୟକୁ ପ୍ରେରଣ କଲେ ଯେପରି ସେ ନପୁଂସକକୁ ଯୀଶୁଙ୍କ ସୁସମାଚାର ଶୁଣାଇବେ I

(ଭାଷାନ୍ତର ପାଇଁ ପ୍ରସ୍ତାବନା:ନାମ ଗୁଡିକୁ କିପରି ଭାଷାନ୍ତର କରିବା)

(ମଧ୍ୟ ଦେଖନ୍ତୁ:କୂଶ, ମିସର, ନପୁଂସକ,ଫିଲିପ୍ପ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3568, H3569, H3571, G128