or_tw/bible/names/cush.md

2.0 KiB
Raw Permalink Blame History

କୁଶ

ଘଟଣା:

କୁଶ ନୋହଙ୍କ ପୁଅ ହାମର ବଡ ପୁଅଥିଲେ ସେ ନିମ୍ରୋଦଙ୍କର ବଂଶଥିଲେ ତାଙ୍କର ଦୁଇଟି ଭାଇ ମିସର ଓ କିଣାନ ନାମ ଦିଆଯାଇଥିଲା ପୁରାତନ ନୀୟମ ସମୟରେ, “କୁଶ” ଦକ୍ଷିଣ ଇସ୍ରାଏଲର ଏକ ବିଶାଳ ଅଞ୍ଚଳର ନାମଥିଲା

ଏହା ଅନୁମାନ କରଯାଏ ଯେ ଜମି (ସ୍ଥାନର) ନାମ ହାମଙ୍କ ପୁଅ କୁଶଙ୍କ ନାମରେ ନାମିତ

  • କୁଶର ପ୍ରାଚୀନ ଅଞ୍ଚଳ ଏକ ସ୍ଥାନୀୟ ଅଚଳରେ ପରିବ୍ୟାପ୍ତଥିଲା ଯାହା ପରବର୍ତ୍ତୀ ସମୟରେ ଏବଂ ବର୍ତ୍ତମାନ ଦେଶ ଗୁଡିକ ସୁଦାନ୍, ମିସର୍, ୟୁଥୋପିଆ, ଏବଂ ସମ୍ଭାବ୍ୟ ସାଉଦୀ ଆରବିଆ
  • କୁଶ ନାମରେ ଆଉ ଜଣେ ମନୁଷ୍ୟ ବିଷୟରେ ଗୀତସଂହିତାରେ ଲିପିବଦ୍ଧ ଅଛି

ସେ ଜଣେ ବେଞ୍ଜାମିନ ଗୋଷ୍ଠୀ ରଥିଲେ

(ଅନୁବାଦ ପ୍ରସ୍ତାବ: ନାମ ଗୁଡିକ ଅନୁବାଦ କରିବେ କିପରି)

(ଦେଖ: ଆରବ, କିଣାନ, ମିସର, ୟୁଥୋପିଆ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H3568, H3569, H3570