or_tw/bible/other/cupbearer.md

2.0 KiB

ପାନପାତ୍ର, ପାନପାତ୍ରବାହକଗଣ

ସଂଜ୍ଞା:

ପୁରାତନ ନୀୟମ ସମୟର, ଜଣେ “ପାନପାତ୍ରବାହାକ” ରାଜାଙ୍କର ସେବକ ଯାହାଙ୍କର ଦଦାୟିତ୍ୱ ହେଉଛି ରାଜାଙ୍କୁ ମଦ ଗ୍ଲାସରେ ଗଡାଇ ଦେବା, ସଧାରଣତଃ ପାନପାତ୍ର ବାହକ ପ୍ରଥମେ ପାନୀୟକୁ ଚାଖିବେ ଏବଂ ନିଶ୍ଚିତ ହେବେ ଯେ ଏହି ପାନୀୟରେ କୌଣସି ବିଷ ନାହିଁ

  • ଏହି ଶବ୍ଦର ଆକ୍ଷରିକ ଅର୍ଥ ହେଉଛି “ପାତ୍ର ବାହକ” ନତୁବା “ଯିଏ ପାତ୍ର ଆଣେ”
  • ଏହି ପାନପାତ୍ର ବହାକ ରାଜା ଙ୍କର ବିଶ୍ୱସ୍ତ ଏବଂ ଅନୁଗତ
  • ତାଙ୍କର ଏହି ଅନୁଗତ ଉପାଧି ଦ୍ୱାରା ରାଜା ନିଷ୍ପତ୍ତି ନେଉଥିବା ବିଷୟରେ ମଧ୍ୟ ସେ ହସ୍ତକ୍ଷେପ କରିବାର ସୌଭାଗ୍ୟ ଅଛି

ନିହିମିୟ ପାରସ୍ୟ ଦେଶର ରାଜା ଅର୍ତ୍ତକ୍ଷସ୍ତଙ୍କର ସମୟରେ ପାନପାତ୍ର ବାହକଥିଲେ ଯେଉଁ ସମୟରେ କିଛି ଇସ୍ରାଏଲୀୟମାନେ ବବିଲୋନରେ ବନ୍ଦୀଥିଲେ

(ଦେଖ: ଅର୍ତ୍ତକ୍ଷସ୍ତ, ବାବିଲୋନ, ବନ୍ଦୀ, ପାରସ୍ୟ, ଫାରୋ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H8248