or_tw/bible/names/pharaoh.md

3.8 KiB

ଫାରୋ, ମିସରର ରାଜା

ତଥ୍ୟଗୁଡିକ

ପ୍ରାଚୀନ କାଳରେ ମିସର ଉପରେ ଶାସନ କରୁଥିବା ରାଜାମାନଙ୍କୁ ଫାରୋ କୁହାଯାଉଥିଲା I

  • ସର୍ୱମୋଟ 2000 ରୁ ଅଧିକ ବର୍ଷ ମଧ୍ୟରେ 300ରୁ ଅଧିକ ଫାରୋମାନେ ମିସର ଉପରେ ଶାସନ କଲେ I
  • ଏହି ମିସରୀୟ ରାଜାମାନେ ଅତିଶୟ ଶକ୍ତିଶାଳୀ ଏବଂ ଧନଶାଳୀଥିଲେ I
  • ଏହି ଫାରୋମାନଙ୍କ ମଧ୍ୟରୁ ଅନେକଙ୍କ ନାମ ବାଇବଲରେ ଉଲ୍ଲେଖ ହୋଇଛି I
  • ଅନେକ ସମୟରେ ଏହି ପଦବୀକୁ ପଦବୀ ବଦଳରେ ଏକ ନାମ ଭାବରେ ବ୍ୟବହୃତ ହୋଇଛି I

ଏହି କ୍ଷେତ୍ରଗୁଡିକରେ, ଫାରୋ ପଦର ପ୍ରଥମ ଅକ୍ଷରକୁ ଇଂରାଜିରେ ବଡ ଅକ୍ଷର କରି ଫାରୋ ବୋଲି ଲେଖାଯାଇଅଛି I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: କିପରି ନାମଗୁଡ଼ିକ ଅନୁବାଦ କରିବ)

(ଆହୁରି ମଧ୍ୟ ଦେଖ: ମିସର, ରାଜା)

ବାଇବଲ ପଦଗୁଡିକ:

ବାଇବଲର କାହାଣୀଗୁଡ଼ିକ ମଧ୍ୟରୁ ଉଦାହରଣଗୁଡ଼ିକ:

  • 08:06 ଦିନେ ରାତିରେ, ଫାରୋ ଯାହା ମିସରୀୟମାନେ ସେମାନଙ୍କ ରାଜାମାନଙ୍କୁ କହନ୍ତି, ସେ ଦୁଇଟି ସ୍ୱପ୍ନ ଦେଖିଲା, ଯାହା ତାହାର ମନକୁ ଅତିଶୟ ବିଚଳିତ କଲା I
  • 08:08 __ଫାରୋ __ ଯୋଷେଫଙ୍କ ପ୍ରତି ଏତେଦୂର ପ୍ରଭାବିତ ହେଲେ ଯେ, ସେ ତାହାଙ୍କୁ ସମସ୍ତ ମିସର ଉପରେ ଦ୍ୱିତୀୟ ଅତିଶକ୍ତିଶାଳୀ ବ୍ୟକ୍ତି ଭାବରେ ନିଯୁକ୍ତ କଲେ I
  • 09:02 ତେଣୁ ସେହି__ଫାରୋ __ ସେହି ସମୟରେ ମିସର ଉପରେ ଶାସନ କରୁଥିଲେ, ସେ ଇସ୍ରାଏଲୀୟମାନଙ୍କୁ ମିସ୍ରୀୟମାନଙ୍କର କ୍ରୀତଦାସ କଲେ I
  • 09:13 ମୁଁ ତୁମ୍ଭମାନଙ୍କୁ ପ୍ରେରଣ କରିବି __ଫାରୋ __ ଯେପରି ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ମିସରରୁ ସେମାନଙ୍କ ଦାସତ୍ୱ ମଧ୍ୟରୁ ବାହାର କରି ଆଣିବ I
  • 10:02 ଏହି ଦଣ୍ଡ ଓ ମହାମାରୀଗୁଡ଼ିକ ଦ୍ୱାରା, ଈଶ୍ୱର ଦେଖାଇଲେ__ ଫାରୋଙ୍କୁ __ ଯେ ସେ __ ଫାରୋଙ୍କଠାରୁ __ ଏବଂ ମିସରର ସମସ୍ତ ଦେବଗଣଙ୍କଠାରୁ ଅଧିକ ଶକ୍ତିଶାଳୀ ଅଟନ୍ତି I

ବୋର୍ଡ ଡାଟା :

  • Strong's: H4428, H4714, H6547, G5328