or_tw/bible/names/darius.md

1.8 KiB
Raw Permalink Blame History

ଦାରିୟାବସ

ବାସ୍ତବିକତା:

ଦାରିୟାବସ ହେଲା ପାରସ୍ୟ ପ୍ରଦେଶର ଅନେକ ଗୁଡିଏ ରାଜାମାନଙ୍କର ନାମ I ଏହା ସମ୍ଭବ ଅଟେ ଯାହାକି “ଦାରିୟାବସ” ନାମ ଅପେକ୍ଷା ଗୋଟିଏ ଉପାଧିଥିଲା I

  • “ଦାରିୟାବସ ମାଦୀୟ” ରାଜା ଯିଏକି କୌଶଳ କରି ଦାନୀୟେଲ ଭବିଷ୍ୟତବକ୍ତା ଙ୍କୁ ପରମେଶ୍ୱର ଙ୍କ ଉପାସନା କରିବା ଅଭିଯୋଗ ପାଇଁ ସିଂହ ଗର୍ତ୍ତରେ ନିଖିପ୍ତ ହେଲେ I
  • “ଦାରିୟାବସ ପାରସୀକ” ଏଜ୍ରା ଓ ନିହିମିୟାଙ୍କର ସମୟରେ ଯିରୁଶାଲମର ମନ୍ଦିର କୁ ପୁନଃଗଠନ କରିବା ନିମନ୍ତେ ସମସ୍ତ ସାହାଯ୍ୟ ଓ ସହଯୋଗ କରିଥିଲେ I

(ଭାଷାନ୍ତର ପ୍ରସ୍ତାବ: ନାମଗୁଡିକର ଭାଷାନ୍ତର କିପରି କରାହେବ)

(ଦେଖିବା ମଧ୍ୟ: ପାରସ୍ୟ, ବାବିଲ, ଦାନୀୟେଲ, ଏଜ୍ରା, ନିହିମିୟା)

ବାଇବଲ ଭିତିକ ପଦପର୍ବ:

ବୋର୍ଡ ଡାଟା :

  • Strong's: H1867, H1868