or_tw/bible/names/elam.md

1.2 KiB
Raw Permalink Blame History

ଏଲାମୀୟ, ଏଲାମୀୟମାନେ

ସୂଚନା

ଏଲାମୀୟ ଶେମଙ୍କ ପୁତ୍ରଥିଲେ ଏବଂ ନୋହଙ୍କ ନାତିଥିଲେ I

  • ଏଲାମୀୟଙ୍କ ପୌତ୍ରାଦୀମାନଙ୍କୁ “ଏଲାମୀୟ” ବୋଲି ଡକା ଯାଉଥିଲା I
  • ଏଲାମ ଅଞ୍ଚଳଟି ଦକ୍ଷିଣପୂର୍ବର ହିଦ୍ଦେକଲ ନଦୀରେ ଅବସ୍ଥିତ ଯାହା ବର୍ତ୍ତମାନ ପଶ୍ଚିମ ଇରାନ ଅଟେ I

(ଭାଷାନ୍ତର ନିମନ୍ତେ ପ୍ରସ୍ତାବନା:ନାମ ଗୁଡିକ କିପରି ଭାଷାନ୍ତର କରିବେ)

(ମଧ୍ୟ ଦେଖନ୍ତୁ:ନୋହ,ଶେମ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H5867, H5962, G1639