or_tw/bible/names/galilee.md

3.2 KiB
Raw Permalink Blame History

ଗାଲିଲୀ, ଗାଲିଲୀୟ

ସତ୍ୟ ଘଟଣାବଳୀ:

ଗାଲିଲୀ ଇସ୍ରାଏଲର ଅତି ଉତ୍ତର ଭାଗର ଶମରିୟାରେ ଅବସ୍ଥିତ ଥିଲା I ଯେଉଁ ବ୍ୟକ୍ତି ଗାଲିଲୀରେ ବାସକରେ ସେ ଜଣେ “ଗାଲିଲୀୟ ବ୍ୟକ୍ତି” ଅଟେ I

  • ନୂତନ ନିୟମ  ସମୟରେ ଗାଲିଲୀ, ଶମରିୟା ଓ ଯିହୂଦା ଏହି ତିନି ମୁଖ୍ୟ ପ୍ରଦେଶ ଇସ୍ରାଏଲରେ ଥିଲା I
  • ଗାଲିଲୀର ପୂର୍ବ ସୀମାରେ ଏକ ବଡ଼ ହ୍ରଦ ଲାଗି ରହିଛି ଯାହାକୁ “ଗାଲିଲୀ ସମୁଦ୍ର “କୁହାଯାଏ I
  • ଯୀଶୁ ଗାଲିଲୀର ନାଜରିତ ସହରରେ ଜୀବନଯାପନ କଲେ I
  • ଯୀଶୁଙ୍କର ଅଧିକାଂଶ ଆଶ୍ଚର୍ଯ୍ୟ କର୍ମ ଓ ଶିକ୍ଷା ଗାଲିଲୀ ଅଞ୍ଚଳରେ ହୋଇଥିଲା I

(ନାଜରିତ ଶମରିୟାଗାଲିଲୀ ସମୁଦ୍ର: ଦେଖନ୍ତୁ)

ବାଇବେଲ ପଦପର୍ବ:

ବାଇବେଲ  କାହାଣୀରୁ ଉଦାହରଣଗୁଡ଼ିକ:

  • 21:10 ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ କହିଲେ ଯେ ମସୀହ ଗାଲିଲୀରେ ବାସ କରିବେ, ଭଗ୍ନ ହୃଦୟ ଲୋକମାନଙ୍କୁ ସାନ୍ତ୍ୱନା ଦେବେ ଏବଂ ବନ୍ଦୀମାନଙ୍କୁ ମୁକ୍ତ କରିବେ I
  • 26:1 ଶୟତାନର ପ୍ରଲୋଭନକୁ ଦୂର କରିବା ପରେ, ଯୀଶୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ଗାଲିଲୀ ଅଞ୍ଚଳକୁ ଫେରିଗଲେI
  • 39:6 ଶେଷରେ, ଲୋକମାନେ କହିଲେ, “ଆମ୍ଭେମାନେ ଜାଣୁ ଯେ ତୁମ୍ଭେମାନେ ଯୀଶୁଙ୍କ ସହିତ ଥିଲ, କାରଣ ତୁମ୍ଭେ ଦୁହେଁ ଗାଲିଲୀରୁ ଆସିଛ।”
  • 41:6 ତା’ପରେ ସ୍ୱର୍ଗଦୂତ ମହିଳାମାନଙ୍କୁ କହିଲେ, “ଯାଅ ଏବଂ ଶିଷ୍ୟମାନଙ୍କୁ କୁହ, ଯୀଶୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଛନ୍ତି ଏବଂ ସେ ତୁମ୍ଭମାନଙ୍କ ଆଗରେ ଗାଲିଲୀ ଯିବେ।”

ଶବ୍ଦବିନ୍ୟାସ :

  • Strongs: H1551, G10560, G10570