or_tw/bible/names/judea.md

3.2 KiB
Raw Permalink Blame History

ଯିହୂଦିୟା, ଯିହୁଦା

ସତ୍ୟ ଘଟଣାବଳୀ:

“ଯିହୂଦିୟା“ ଶବ୍ଦ ପ୍ରାଚୀନ ଇସ୍ରାଏଲର ଏକ ଭୂମିକୁ ଦର୍ଶାଏ I ଏହା ବେଳେବେଳେ ଏକ ସଂକୀର୍ଣ୍ଣ ଅର୍ଥରେ ଏବଂ ଅନ୍ୟ ସମୟରେ ବ୍ୟାପକ ଅର୍ଥରେ ବ୍ୟବହୃତ କରାଯାଇଛି I

  • ବେଳେବେଳେ “ଯିହୂଦିୟା” ଶବ୍ଦ ଏକ ସଂକୀର୍ଣ୍ଣ ଅର୍ଥରେ କେବଳ ମୃତ ସାଗରର ପଶ୍ଚିମ ପ୍ରାଚୀନ ଇସ୍ରାଏଲର ଦକ୍ଷିଣ ଭାଗରେ ଅବସ୍ଥିତ ପ୍ରଦେଶକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ I କେତେକ ଅନୁବାଦ ଏହି ପ୍ରଦେଶକୁ “ଯିହୁଦା” ବୋଲି କହିଥାଏ I
  • ଅନ୍ୟ ସମୟରେ “ଯିହୁଦା” ଶବ୍ଦର ଏକ ବ୍ୟାପକ ଅର୍ଥ ଅଛି ଏବଂ ଗାଲିଲୀ, ଶମିରୋଣ, ପେରିଆ, ଇଦୁମିଆ ଏବଂ ଯିହୂଦିୟା (ଯିହୁଦା) ସମେତ ପ୍ରାଚୀନ ଇସ୍ରାଏଲର ସମସ୍ତ ପ୍ରଦେଶକୁ ବୁଝାଏ I
  • ଯଦି ଅନୁବାଦକମାନେ ପାର୍ଥକ୍ୟକୁ ସ୍ପଷ୍ଟ କରିବାକୁ ଚାହାଁନ୍ତି, ତେବେ ଯିହୁଦାର ବ୍ୟାପକ ଅର୍ଥକୁ “ଯିହୁଦା ଦେଶ” ଭାବରେ ଅନୁବାଦ କରାଯାଇପାରେ ଏବଂ ସଂକୀର୍ଣ୍ଣ ଅର୍ଥକୁ “ଯିହୁଦା ପ୍ରଦେଶ” କିମ୍ବା “ଯିହୁଦା ପ୍ରଦେଶ” ଭାବରେ ଅନୁବାଦ କରାଯାଇପାରେ କାରଣ ଏହା ପ୍ରାଚୀନ ଇସ୍ରାଏଲର ଏକ ଅଂଶ ଯେଉଁଠାରେ ଯିହୁଦାର ଗୋଷ୍ଠୀ ମୂଳତଃ ବାସ କରୁଥିଲେ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଗାଲିଲୀଇଦମଯିହୂଦାଶମରୀୟା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G24530