or_tw/bible/names/zedekiah.md

2.2 KiB
Raw Permalink Blame History

ଜିଡିକିୟ

ତଥ୍ୟ:

ଜିଡିକିୟ ଯିହୁଦାର ଅନ୍ତିମ ରାଜା ଯୋସିୟ ର ପୁତ୍ରଥିଲେ (୫୭୯-୫୮୭ ଖ୍ରୀ, ପୁ)

ପୁରାତନ ନିୟମରେ ଜିଡିକିୟ ନାମରେ ଆଉ ଅନେକ ଲୋକଥିଲେ I

  • ରାଜା ନବୁକଦନେସର ଯେତେବେଳେ ସେ ରାଜା ଯିହୋୟାଚିନ କୁ ବନ୍ଦୀ କରି ବାବିଲନ ନେଇଗଲା ପରେ ଜିଡିକିୟ କୁ ବାବିଲନ ଅ ରାଜା କଲେ I

ପରେ ଜିଡିକିୟ ବିଦ୍ରୋହ କଲେ ଯାହା ଫଳରେ ନବୁକଦ୍‌ନେସର ତାହାକୁ ବନ୍ଦୀ କରି ବାବିଲନ ନେଇ ଗଲେ I

  • ଜିଡିକିୟ, କେନାନର ପୁତ୍ର ଏକ ଭଣ୍ଡ ଭାବବାଦୀଥିଲେ ଇସ୍ରାଏଲ ର ରାଜା ଆହାବର ସମୟରେ I
  • ନିହିମିୟ ସମୟରେ ପ୍ରଭୁଙ୍କ ନିମନ୍ତେ ଚୁକ୍ତି ପତ୍ର ହସ୍ତାକ୍ଷର କରିବା ସମୟରେ ଜିଡିକିୟ ନାମରେ ଏକ ବ୍ୟକ୍ତି ହସ୍ତାକ୍ଷର କରିଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଆହାବ, ବାବିଲନ, ଯିହଜିକଲ, ଇସ୍ରାଏଲ ର ରାଜା, ଜିହୋଆଚିନ୍, ଯିରିମିୟ, ଯୋସିୟ, ଯିହୁଦା, ନବୁକଦ୍‌ନେସର, ନିହିମିୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6667