or_tw/bible/names/josiah.md

2.7 KiB
Raw Permalink Blame History

ଯୋସିୟ

ତଥ୍ୟ:

ଯୋସିୟ ଏକ ଧାର୍ମିକ ରାଜାଥିଲେ ଯେ ଯିହୁଦାରେ ୩୧ ବର୍ଷ ରାଜୁତି କରିଥିଲେ Iସେ ଲୋକମାନେ ଯେ ଜିହୋବା ପ୍ରତି ସେ ଲୋକମାନେ ଯେ ଜିହୋବା ପ୍ରତି ଅନୁତାପ କରି ଉପାସନା କରିବେ ସେଥି ନିମନ୍ତେ ନେତୃତ୍ୱ ନେଇଥିଲେ I

  • ତାହାର ପିତା ଆମୋନ ର ହତ୍ୟା ପରେ, ଯୋସିୟ ଆଠ ବର୍ଷ ବୟସରେ ଯିହୁଦାର ରାଜା ହେଲେ I
  • ତାର ରାଜୁତିର ଅଠରତମ ବର୍ଷରେ, ରାଜା ଯୋସିୟ ହିଲିକିୟ ମହା ଜାଜକକୁ ଆଜ୍ଞା ଦେଲେ କି ମନ୍ଦିର ପୁନଃ ନିର୍ମାଣ କରା ଯାଉ I

ଏହି ସବୁ ଯେତେବେଳେ କାମ କରାଯାଉଥିଲା ବ୍ୟବସ୍ଥା ର ପୁସ୍ତକ ମିଳିଲା I

  • ଯେତେବେଳେ ବ୍ୟବସ୍ଥା ର ପୁସ୍ତକ ଯୋସିୟା ରାଜା ନିକଟରେ ପଠନ କରା ଗଲା, ସେ ଲୋକମାନେ ପରମେଶ୍ୱର ପ୍ରତି ଯେ ଅନାଜ୍ଞାକାରୀଥିଲେ ସେଥ ନିମନ୍ତେ ଶୋକିତ ହେଲେ I

ସେ ଆଜ୍ଞା ଦେଲେ ଯେ ସମସ୍ତ ପ୍ରତିମା ପୂଜାର ସ୍ଥାନ କୁ ଧ୍ୱଂଶ କରା ଯାଉ ଓ ଭଣ୍ଡ ଦେବ ପୁଜକମାନକୁ ହତ୍ୟା କରା ଯାଉ I

  • ସେ ଏହା ମଧ୍ୟ ଆଜ୍ଞା ଦେଲେ ଯେ ଲୋକମାନେ ନିସ୍ଥାର ପର୍ୱ ପାଳନ କରିବା ଆରମ୍ଭ କରନ୍ତୁ I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

(ଆହୁରି ଦେଖନ୍ତୁ: ଭଣ୍ଡ ଦେବ, ଯିହୁଦା, ବ୍ୟବସ୍ଥା, ନିସ୍ଥାର ପର୍ୱ, ଅନଦିର)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2977, G2502