or_tw/bible/names/jehoiachin.md

1.6 KiB
Raw Permalink Blame History

ଯିହୋୟାଚିନ୍

ତଥ୍ୟ:

ଯିହୋୟାଚିନ୍ ଏକ ରାଜା ଯେ ଯିହୁଦା ପ୍ରଦେଶରେ ରାଜ କରୁଥିଲେ I ଯିହୋୟାଚିନ୍ ୧୮ ବର୍ଷ ବୟସରେ ରାଜା ହୋଇଥିଲେ I ସେ କେବଳ ତିନି ମାସ ରାଜୁତି କଲେ, ତା ପରେ ସେ ବାବିଲୋନୀୟ ସେନା ଦ୍ୱାରା ବନ୍ଦୀ ହୋଇ ବାବିଲୋନ କୁ ନିଆଗଲେ I ତାର ଅଳ୍ପ ଦିନ ରାଜୁତିରେ, ଯିହୋୟାଚିନ୍ ତାର ଅଜା ମନାସେ ଓ ପିତା ଯିହୋୟାକିମ୍ ପରି ମନ୍ଦ କାମ କଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ବାବିଲନ, ଯିହୋୟାକିମ୍, ଜିହୁଡା, ମନାସେ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3078, H3112, H3204, H3659