or_tw/bible/names/jehoiakim.md

2.3 KiB
Raw Permalink Blame History

ଯିହୋୟାକିମ୍

ତଥ୍ୟ:

ଯିହୋୟାକିମ୍ ଏକ ମନ୍ଦ ରାଜାଥିଲେ ଯେ ଯିହୁଦା ପ୍ରଦେଶରେ ଖ୍ରୀଷ୍ଟ ପୂର୍ବ ୬୦୮ ର ଆରମ୍ଭରେ ରାଜୁତି କରୁଥିଲେ I ଆରମ୍ଭରେ ତାର ନାମ ଏଲିଆକିମ୍ଥିଲା I

  • ମିସରର ରାଜା ଫାର ନେଚ ତାର ନାମ ପରିବର୍ତ୍ତନ କରି ଏଲିଆକିମ୍ଠାରୁ ଯିହୋୟାକିମ୍ ରଖିଲେ ଓ ନେଚ ତାହାକୁ ଯିହୁଦାର ରାଜା କଲେ I
  • ନେଚ ଯିହୋୟାକିମ୍କୁ ବଳ ପୂର୍ବକ ମିସର କୁ ଉଚ କରା ଦେବା ନିମନ୍ତେ କହିଲେ I
  • ପରେ ଯିହୁଦା ଯେତେବେଳେ ରାଜା ନବୁକଦ୍‌ନେସର ଦ୍ୱାରା ଆକ୍ରମଣ କରା ଗଲା, ଯିହୋୟାକିମ୍ ସେହିମାନଙ୍କ ସହିତଥିଲେ ଯେଉଁମାନେ ବାବିଲୋନ କୁ ବନ୍ଦୀ କରି ନିଆଗଲେ I
  • ଯିହୋୟାକିମ୍ ଏକ ମନ୍ଦ ରାଜାଥିଲେ ଯେ ଯିହୁଦାକୁ ସଦାପ୍ରଭୁଠାରୁ ଦୁରେଇ ନେଲେ I

ଯିରିମିୟ ଭବିଷ୍ୟତବକ୍ତା ତାହା ବିରୁଧରେ ଭବିଷ୍ୟତ ବାଣୀ କଲେ I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

(ଆହୁରି ଦେଖନ୍ତୁ: ବାବିଲନ, ଏଲିଆକିମ୍, ଯିରିମିୟ, ଯିହୁଦା, ନବୁକଦ୍‌ନେସର)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3079