or_tw/bible/names/eliakim.md

1.6 KiB
Raw Permalink Blame History

ଇଲିୟାକୀମ୍

ସତ୍ୟ ଘଟଣାବଳୀ:

ପୁରାତନ ନିୟମର ଦୁଇ ବ୍ୟକ୍ତିଙ୍କର ଇଲିୟାକୀମ୍ ନାମ ଥିଲା I

  • ଜଣେ ବ୍ୟକ୍ତି ଯାହାଙ୍କର ନାମ ଇଲିୟାକୀମ୍ ଥିଲା ସେ ହିଜକିୟ ରାଜାଙ୍କ ରାଜଗୃହାଧକ୍ଷ ଥିଲେ I
  • ଅନ୍ୟ ଏକ ବ୍ୟକ୍ତି ଯାହାଙ୍କର ନାମ ଇଲିୟାକୀମ୍ ଥିଲା ସେ ଯୋଶିୟ ରାଜାଙ୍କ ପୁତ୍ର ଥିଲେ I ସେ ମିସର ଦେଶର ରାଜା ଫାରୋ-ନଖୋଙ୍କ ଦ୍ୱାରା ଯିହୂଦାର ରାଜା ଭାବରେ ନିଯୁକ୍ତ ହୋଇଥିଲେ I
  • ନଖୋ ମିସରର ରାଜା ଇଲିୟାକୀମର ନାମ ପରିବର୍ତ୍ତନ କରି ଯିହୋୟାକୀମ ରଖିଲେ I

(ନାମଗୁଡ଼ିକର ଅନୁବାଦ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ହିଜକିୟ, ଯିହୋୟାକୀମ, ଯୋଶିୟ, ଫାରୋ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: H0471, G16620