or_tw/bible/names/hezekiah.md

2.4 KiB
Raw Permalink Blame History

ହିଜିକିୟ

ସଂଜ୍ଞା:

ହିଜିକିୟ ଯିହୁଦାର ୧୩ ତମ ରାଜା ଯେ ଯିହୁଦାରେ ଶାସନ କରୁଥିଲେ I ସେ ଏକ ରାଜାଥିଲେ ଯେ ପରମେଶ୍ୱରଙ୍କ ଭରସା କରୁଥିଲେ ଓ ଅଜ୍ଞାମାନୁଥିଲେ I

  • ତାହାଙ୍କ ପିତା ଆହସ ପରି ଏକ ଦୁଷ୍ଟ ରାଜା ସେ ନଥିଲେ, ସେ ଏକ ଉତ୍ତମ ରାଜାଥିଲେ ଯେ ଯିହୁଦାର ସମସ୍ତ ମୂର୍ତ୍ତି ପୂଜାର ସ୍ଥଳ ବିନାଶ କରିଥିଲେ I
  • ଥରେ ଯେତେବେଳେ ହିଜିକିୟ ମୃତ୍ୟୁ ରୋଗରେ ପଡ଼ିଲେ, ସେ ଶୋକାତୁର ହୋଇପାରେଶ୍ୱରଙ୍କୁ ପ୍ରାର୍ଥନା କଲେ କି ପରମେଶ୍ୱର ତାହାର ଜୀବନ ରକ୍ଷା କରନ୍ତୁ I

ପରମେଶ୍ୱର ତାହାକୁ ସୁସ୍ଥ କଲେ ଓ ତାହାକୁ ଆହୁରି ୧୫ ବର୍ଷ ଜୀବିତ ରଖିଲେ I

  • ଏହିପରି ହେବେ ବୋଲି ହିଜିକିୟ କୁ ଏକ ଚିହ୍ନ ଦିଆଗଲା, ପରମେଶ୍ୱର ଆଶ୍ଚର୍ଯ୍ୟ କାମ କଲେ ଓ ସୁର୍ଯ୍ୟ କୁ ଆକାଶରେ ପଛକୁ ଘୁଂଚାଇ ଦେଲେ I
  • ହିଜିକିୟ ପ୍ରାର୍ଥନା କଲେ କି ପ୍ରଭୁ ଲୋକଙ୍କୁ ଆସିରୀୟ ରାଜା ସେନାଚେରିବି ହାତରୁ ଉଦ୍ଧାର କରନ୍ତି, ଯେ ତାହାଙ୍କୁ ଆକ୍ରମଣ କରୁଥିଲେ I

(ଆହୁରି ଦେଖନ୍ତୁ: ଆହସ, ଆସିରୀୟ, ଅସତ୍ୟ ଦେବତା, ଜିହୁଡା. ସେନାଚେରିବି)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2396, H3169, G1478