or_tw/bible/names/sennacherib.md

1.9 KiB

ସନହେରିନ୍

ଘଟଣାବଳି:

ଅଶୁରର ରାଜା ସନହେରିନ୍ ଜଣେ ଶକ୍ତିଶାଳୀ ରାଜାଥିଲେ ଯିଏ ନିନିବୀ କୁ ଧନଶିଳ ଓ ଗୁରୁତ୍ୱପୂର୍ଣ୍ଣ୍ଣ ସହର କରିବାରେ ସମର୍ଥ ହୋଇଥିଲେ

  • ରାଜା ସନହେରିନ୍ ବାବିଲୋନ ଓ ଯିହୁଦା ରାଜ୍ୟ ବିରୁଦ୍ଧରେ ଯୁଦ୍ଧ ପାଇଁ ଜଣାଶୁଣା
  • ସେ ଜଣେ ଅହଂକାରୀ ଓ ସଦାପ୍ରଭୁଙ୍କୁ ଉପହାସ କରୁଥିବା ରାଜାଥିଲେ
  • ସନହେରିନ୍ ରାଜା ହିଜକିୟଙ୍କ ସମୟରେ ଯିରୁଶାଲମକୁ ଆକ୍ରମଣ କରିଥିଲେ
  • ସଦାପ୍ରଭୁ ସନହେରିନ୍ ଙ୍କର ସୈନିକମାନଙ୍କୁ ଧ୍ୱଂସ କଲେ
  • ପୁରାତନ ନୀୟମର ରାଜାବଳି ଓ ବଂଶାବଳି ପୁସ୍ତକ ଗୁଡିକ ସନହେରିନ୍ ଙ୍କ ରାଜ୍ୟ ଶାସନ ଘଟଣା ଗୁଡିକୁ ଲିପିବଦ୍ଧ କରିଛି

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଗୁଡିକ୍ ଅନୁବାଦ କରିବେ କିପରି)

(ଦେଖ: ଅଶୁରିୟ, ବାବିଲୋନ, ହିଜକିୟ, ଯିହୁଦା, ପରିହାସ, ନିନିବୀ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :